Advertisment

ମର୍ଦ୍ଦାନୀ- ୨: ସାମ୍ନାକୁ ଆସିଲା ରାନୀଙ୍କ ଫାଷ୍ଟ୍ ଲୁକ୍‌

ମୁମ୍ବାଇ: ରାନୀ ମୁଖାର୍ଜି ଏବେ ତାଙ୍କ ଫିଲ୍ମ ‘ମର୍ଦ୍ଦାନୀ-୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ରିପୋର୍ଟ ମୁତାବକ ପ୍ରଥମ ସିଡ୍ୟୁଲ୍‌ ଶୁଟିଂ ପୂରା କରିବା ପରେ ଟିମ୍‌ ଏବେ ଦ୍ୱିତୀୟ ସିଡ୍ୟୁଲ୍‌ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏ ସବୁ ଭିତରେ ରାନୀ ମୁଖାର୍ଜୀଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ସେହି ଲୁକ୍‌ରେ ରାନୀ ଖାକୀ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି। ପୁଲିସ୍‌ ଅଫିସର୍‌ ଲୁକ୍‌ରେ ରାନୀଙ୍କ ଲୁକ୍‌ ଦର୍ଶକଙ୍କୁ ଖୁବ୍‌ ପ୍ରଭାବିତ କରିବ। ଏହି ଫିଲ୍ମରେ ରାନୀ ଏସିପି […]

ବିବାଦରେ ରାଣୀଙ୍କ ଫିଲ୍ମ ‘ମର୍ଦାନୀ-୨’

rani

Advertisment

ମୁମ୍ବାଇ: ରାନୀ ମୁଖାର୍ଜି ଏବେ ତାଙ୍କ ଫିଲ୍ମ ‘ମର୍ଦ୍ଦାନୀ-୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ରିପୋର୍ଟ ମୁତାବକ ପ୍ରଥମ ସିଡ୍ୟୁଲ୍‌ ଶୁଟିଂ ପୂରା କରିବା ପରେ ଟିମ୍‌ ଏବେ ଦ୍ୱିତୀୟ ସିଡ୍ୟୁଲ୍‌ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏ ସବୁ ଭିତରେ ରାନୀ ମୁଖାର୍ଜୀଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି। ସେହି ଲୁକ୍‌ରେ ରାନୀ ଖାକୀ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି।
ପୁଲିସ୍‌ ଅଫିସର୍‌ ଲୁକ୍‌ରେ ରାନୀଙ୍କ ଲୁକ୍‌ ଦର୍ଶକଙ୍କୁ ଖୁବ୍‌ ପ୍ରଭାବିତ କରିବ। ଏହି ଫିଲ୍ମରେ ରାନୀ ଏସିପି ଶିବାନୀ ସିବୀଜହୀ ରୟ ଚରିତ୍ରରେ ଅଭିନୟ କରୁଛନ୍ତି।
ଏହି ଫିଲ୍ମକୁ ଗୋପି ପୁତ୍‌ରନ୍‌ଙ୍କ ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରଡ୍ୟସ୍‌ କରିଛନ୍ତି ଆଦିତ୍ୟ ଚୋପ୍ରା।  ୨୦୧୯ରେ ଏହି ଫିଲ୍ମ ରିଲିଜ୍‌ କରିବାକୁ ଯୋଜନା କରାଯାଉଛି।

Advertisment

ମର୍ଦ୍ଦାନୀ-୨ର ଦ୍ୱିତୀୟ ସିଡ୍ୟୁଲ୍‌ ଶୁଟିଂ ଆସନ୍ତା ସପ୍ତାହରେ ରାଜସ୍ତାନ୍‌ରେ ଆରମ୍ଭ ହେବ। ରାଜସ୍ଥାନ୍‌ର କୋଟା ଓ ଜୟପୁର୍‌ରେ ଫିଲ୍ମର କିଛି ଅଂଶ ଶୁଟିଂ କରାଯିବ। ରାଜସ୍ଥାନ୍‌ର ଶୁଟିଂକୁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଫିଲ୍ମର ଅନେକ ଅଂଶ ମୁମ୍ବାଇରେ ବି ଶୁଟିଂ କରାଯିବ।

Advertisment

ସୂଚନାଯୋଗ୍ୟ ଯେ, ଏହାର ପ୍ରଥମ ପାର୍ଟ ‘ମର୍ଦ୍ଦାନୀ’ ୨୦୧୪ରେ ରିଲିଜ୍‌ ହୋଇଥିଲା। ପ୍ରଥମ ପାର୍ଟରେ ବି ରାନୀ ମୁଖାର୍ଜି ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଫିଲ୍ମକୁ ଦର୍ଶକଙ୍କ ଖୁବ୍‌ ଭଲ ପାଇବା ମିଳିଥିଲା। ଫିଲ୍ମର କାହାଣୀ ଜଣେ ସଚ୍ଚୋଟ ପୁଲିସ୍‌ ଅଫିସରଙ୍କ କାହାଣୀ ଉପରେ ଆଧାରିତ ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe