\'8 ବର୍ଷ ମୋତେ ଲୁଟିଲା, ଶେଷରେ ବରବାଦ କଲା\' | Odisha Reporter
ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। ପୁରୁଷ ବନ୍ଧୁଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ। ବିବାହ ପ୍ରଲୋଭନ ଦେଖାଇ ପ୍ରଥମେ ପ୍ରେମ ଓ ପ୍ରତାରଣା ଅଭିଯୋଗ। ୮ ବର୍ଷ ସମ୍ପର୍କରେ ଥିବା ପରେ ଧୋକା ଦେଇଥିବା ଅଭିଯୋଗ। ଏକା ସାଙ୍ଗେ ଲିଭ୍ ଇନରେ ରହୁଥିଲେ ରାଣୀ ଓ ତାଙ୍କ ପୁରୁଷ ବନ୍ଧୁ କାହ୍ନା। ପୁରୁଷବନ୍ଧୁ ଅନ୍ୟ ଜଣଙ୍କୁ ବିବାହ କରୁଥିବା ଜାଣିବା ପରେ ଥାନାରେ ଏତଲା। ପୁରୁଷବନ୍ଧୁଙ୍କ ସହ ଅନ୍ୟ ୩ ଜଣଙ୍କ ନାଁ ରେ ମଧ୍ୟ ଦିଆଯାଇଛି ଏତଲା । ନ୍ୟାୟ ଦାବିରେ ଏତଲା ଦେଲେ ରାଣୀ ପଣ୍ଡା। ତେବେ ଏହାକୁ ନେଇ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
