Advertisment

ପୁରୁଷ ବନ୍ଧୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ରାଣୀ ପଣ୍ଡା

'ଆମେ ଲିଭ୍ ଇନ୍ ରେ ରହୁଥିଲୁ। ସେ ମୋ ଘରକୁ ଆସୁଥିଲା, ଖାଉଥିଲା, ପିଉଥିଲା..ମୋ କଥା ତା' ଏରିଆ ଲୋକ ଜାଣିଛନ୍ତି।'

Advertisment

ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। ପୁରୁଷ ବନ୍ଧୁଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ। ବିବାହ ପ୍ରଲୋଭନ ଦେଖାଇ ପ୍ରଥମେ ପ୍ରେମ ଓ ପ୍ରତାରଣା ଅଭିଯୋଗ। ୮ ବର୍ଷ ସମ୍ପର୍କରେ ଥିବା ପରେ ଧୋକା ଦେଇଥିବା ଅଭିଯୋଗ। ଏକା ସାଙ୍ଗେ ଲିଭ୍ ଇନରେ ରହୁଥିଲେ ରାଣୀ ଓ ତାଙ୍କ ପୁରୁଷ ବନ୍ଧୁ କାହ୍ନା। ପୁରୁଷବନ୍ଧୁ ଅନ୍ୟ ଜଣଙ୍କୁ ବିବାହ କରୁଥିବା ଜାଣିବା ପରେ ଥାନାରେ ଏତଲା। ପୁରୁଷବନ୍ଧୁଙ୍କ ସହ ଅନ୍ୟ ୩ ଜଣଙ୍କ ନାଁ ରେ ମଧ୍ୟ ଦିଆଯାଇଛି ଏତଲା । ନ୍ୟାୟ ଦାବିରେ ଏତଲା ଦେଲେ ରାଣୀ ପଣ୍ଡା। ତେବେ ଏହାକୁ ନେଇ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।  

Advertisment
Odisha Rani Panda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe