ରାନୁଙ୍କ ଆଉ ଏକ ଗୀତ ଭାଇରାଲ୍‌

ନୂଆଦିଲ୍ଲୀ: ପ୍ଲାଟ୍‌ଫର୍ମରେ ଗୀତ ଗାଇ ରାତାରାତି ବଲିଉଡ୍‌ରେ ପ୍ରବେଶ କରିଥିବା ରାନୁ ମଣ୍ଡଳଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି।  ତେବେ ବର୍ତ୍ତମାନ ତାଙ୍କର ଆଉ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ସେ ଶାହରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ଦିଲ୍‌ୱାଲେ ଦୁଲହନିୟା ଲେ ଜାଏଙ୍ଗେ’ର ସୁପରହିଟ୍‌ ଗୀତ ‘ତୁଝେ ଦେଖା ତୋ ୟେ ଜାନା ସନମ୍‌’ ଗାଉଥିବା ଦେଖିବାକୁ ମିଳିଛି। https://www.instagram.com/p/B4FOB1bhHEd/?utm_source=ig_web_copy_link ଏହି ଭିଡିଓଟି ବଙ୍ଗାଳି ଟେଲିଭିଜନ୍‌ ଶୋ’ ‘କମେଡି ଷ୍ଟାର୍‌ସ’ର ବୋଲି ଜଣାପଡ଼ିଛି। ନିକଟରେ […]

ranu2

ranu2

Puspanjali Panda
  • Published: Sunday, 27 October 2019
  • Updated: 28 October 2019, 11:07 AM IST

Sports

Latest News

ନୂଆଦିଲ୍ଲୀ: ପ୍ଲାଟ୍‌ଫର୍ମରେ ଗୀତ ଗାଇ ରାତାରାତି ବଲିଉଡ୍‌ରେ ପ୍ରବେଶ କରିଥିବା ରାନୁ ମଣ୍ଡଳଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି।  ତେବେ ବର୍ତ୍ତମାନ ତାଙ୍କର ଆଉ ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ଏହି ଭିଡିଓରେ ସେ ଶାହରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ଦିଲ୍‌ୱାଲେ ଦୁଲହନିୟା ଲେ ଜାଏଙ୍ଗେ’ର ସୁପରହିଟ୍‌ ଗୀତ ‘ତୁଝେ ଦେଖା ତୋ ୟେ ଜାନା ସନମ୍‌’ ଗାଉଥିବା ଦେଖିବାକୁ ମିଳିଛି।

https://www.instagram.com/p/B4FOB1bhHEd/?utm_source=ig_web_copy_link

ଏହି ଭିଡିଓଟି ବଙ୍ଗାଳି ଟେଲିଭିଜନ୍‌ ଶୋ’ ‘କମେଡି ଷ୍ଟାର୍‌ସ’ର ବୋଲି ଜଣାପଡ଼ିଛି। ନିକଟରେ ରାନୁ ଏହି ଶୋ’ରେ ଅତିଥି ଭାବେ ଯୋଗ ଦେଇଥିଲେ ଓ ଷ୍ଟେଜ୍‌ରେ ଏହି ଗୀତ ଗାଇଥିଲେ। ରାନୁଙ୍କ କଣ୍ଠରୁ ଏହି ଗୀତ ଶୁଣିବା ପରେ ଦର୍ଶକମାନେ ବେଶ୍ ଖୁସି ହୋଇଯାଇଥିଲେ। ଏହି ଭିଡିଓଟିକୁ ‘ଡେଲିହଣ୍ଟ’ର ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ସାଇଟ୍‌ରେ ଶେଆର୍‌ କରାଯାଇଛି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ରାଣାଘାଟ ରେଲୱେ ଷ୍ଟେସନରେ ଲତା ମଙ୍ଗେଶକରଙ୍କର ଗୀତ ଗାଇ ରାନୁ ସୋଶାଲ୍‌ ମିଡିଆରେ ସୁପର୍‌ଷ୍ଟାର୍‌ ବନି ଯାଇଥିଲେ। ଆଉ ରାନୁଙ୍କ ସ୍ୱରରେ ପ୍ରଭାବିତ ହୋଇ ହିମେଶ ରେଶମିଆ ତାଙ୍କୁ ନିଜ ଫିଲ୍ମ ‘ହାପି ହାର୍ଡି ଆଣ୍ଡ୍‌ ହୀର୍‌’ରେ ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ। ଏହି ଫିଲ୍ମରେ ରାନୁ ତିନୋଟି ଗୀତ ଗାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story