Advertisment

‘ୟେ ଦିୱାନୀ ତୋ ଭୱନାନୀ ହୋ ଗୟୀ’

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବାହାଘର ପରେ ପ୍ରତ୍ୟେକ ଝିଅ ମନରେ ଗୋଟିଏ ଭୟ ଥାଏ।  ଶାଶୂଘର ଲୋକ କେମିତି ହୋଇଥିବେ। ସେଠି କେମିତି ରହିବେ, କ’ଣ କରିବେ ଏମିତି ଅନେକ କିଛି। କିନ୍ତୁ ଭାବିଲେ ଦେଖି, ଯଦି ନିଜ ଜୀବନସାଥି ସହ ଶାଶୁ, ଶ୍ୱଶୁର ଆଉ ପରିବାର ଲୋକ ଭଲ ପଡ଼ିଲେ। ତେବେ ନିଶ୍ଚିତ ସୋନେପେ ସୁହାଗା । ଆମେ ଏ ସବୁ କହିବାର ଅର୍ଥ ହେଉଛି ଦୀପିକାଙ୍କୁ ରଣବୀର ମିଳିଗଲେ ଏ କଥା ସତ କିନ୍ତୁ ତା […]

ଅଦ୍ୟତନ ହୋଇଛି
‘ୟେ ଦିୱାନୀ ତୋ ଭୱନାନୀ ହୋ ଗୟୀ’

3_555_1024_1542301934_618x347

Advertisment

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବାହାଘର ପରେ ପ୍ରତ୍ୟେକ ଝିଅ ମନରେ ଗୋଟିଏ ଭୟ ଥାଏ।  ଶାଶୂଘର ଲୋକ କେମିତି ହୋଇଥିବେ। ସେଠି କେମିତି ରହିବେ, କ’ଣ କରିବେ ଏମିତି ଅନେକ କିଛି।

Advertisment

କିନ୍ତୁ ଭାବିଲେ ଦେଖି, ଯଦି ନିଜ ଜୀବନସାଥି ସହ ଶାଶୁ, ଶ୍ୱଶୁର ଆଉ ପରିବାର ଲୋକ ଭଲ ପଡ଼ିଲେ। ତେବେ ନିଶ୍ଚିତ ସୋନେପେ ସୁହାଗା । ଆମେ ଏ ସବୁ କହିବାର ଅର୍ଥ ହେଉଛି ଦୀପିକାଙ୍କୁ ରଣବୀର ମିଳିଗଲେ ଏ କଥା ସତ କିନ୍ତୁ ତା ସହ ତାଙ୍କୁ ଭଲ ଶ୍ୱଶୂର ଘରଟିଏ ମିଳିଗଲା ବୋଲି ବି ଚର୍ଚ୍ଚା ହେଉଛି।

ସେ ରଣଭୀରଙ୍କୁ ଇଟାଲୀର ବିବାହ କରିବା ପରେ ଏବେ ‘ଭୱନାନୀ’ ପରିବାରର ଅଂଶ ହୋଇଯାଇଛନ୍ତି।

Advertisment

ବାହାଘର ପରେ ଦୀପିକାଙ୍କୁ  ତାଙ୍କ ଶ୍ୱଶୂର ତଥା ରଣବୀର ସିଂହଙ୍କ ବାପା ଜଗ୍‌ଜିତ୍‌ ସିଂହ ଭୱନାନୀ ଫିଲ୍ମି ଅନ୍ଦାଜରେ ବୋହୂ ଦୀପିକାଙ୍କୁ ସ୍ୱାଗତ କରିଛନ୍ତି। ରଣବୀର ସିଂହଙ୍କ ଷ୍ଟାଇଲିଷ୍ଟ୍‌ ନତାଶା ଗୌରବ ଇନ୍‌ଷ୍ଟାଗ୍ରାମ୍‌ରେ ଏକଥାର ଖୁଲାସା  କରିଛନ୍ତି।  ସେ ଲେଖିଛନ୍ତି, ‘‘ସିନିୟର ଭୱନାନୀ ଆଜି କହିଛନ୍ତି, ୟେ ଦିୱାନୀ ତୋ ଭୱନାନୀ ହୋ ଗୟୀ।’’

publive-image

ଜଗ୍‌ଜିତ୍‌ଙ୍କ ଏହି ଡାଏଲଗ୍‌ ଦୀପିକୀଙ୍କ ଫିଲ୍ମ ‘ୟେ ଜୱାନୀ ହୈ ଦିୱାନୀ’ ସହ ଜଡ଼ିତ।

ଏହାଛଡ଼ା  ନତାଶା ଲେଖିଛନ୍ତି-‘‘ ପାଣିପାଗ ବିଭାଗର ଖବର ଅନୁଯାୟୀ  ଦୁହିଁଙ୍କ ବାହାଘର ଦିନ ବର୍ଷା ହେବାର ଥିଲ।  କିନ୍ତୁ ଆକାଶ ସଫା ଅଛି।  ସୂର୍ଯ୍ୟକିରଣ ତାର ପ୍ରଖର ତେଜକୁ ବଜାୟ ରଖିଛି। କେବଳ ଏହି ଦୁହିଁଙ୍କ ପାଇଁ।’’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe