Advertisment

ରଣବୀରଙ୍କ ପ୍ରେମକୁ ଅନୁଷ୍କାଙ୍କ ଥମ୍ସଅପ୍

ମୁମ୍ବାଇ: ବଲିଉଡ ହଟେଷ୍ଟ ବ୍ୟାଚଲର ରଣବୀର ସବୁ ଝିଅଙ୍କୁ ସହଜେ ଇମ୍ପ୍ରେସ କରିପାରୁଥିବା ବେଳେ ଅନୁଷ୍କାଙ୍କୁ ଇମ୍ପ୍ରେସ କରିବାରେ କିନ୍ତୁ ଫେଲ ହୋଇଯାଛନ୍ତି। ନିକଟରେ ଫିଲ୍ମ ‘ଏ ଦିଲ ହେ ମୁସକିଲ’ର ସ୍କ୍ରିନିଂରେ ପୋଜ ଦେବା ସମୟରେ ରଣବୀର ହାର୍ଟର ସାଇନ୍ ଦେଇଥିବା ବେଳେ ଅନୁଷ୍କା କିନ୍ତୁ ତାଙ୍କୁ ଥମ୍ସଅପ୍‌ ସାଇନ୍ ଦେଖାଇଛନ୍ତି। ଏହି ପୋଜରେ ଏକ ପୋଷ୍ଟର କିଛିଦିନ ତଳେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। କିନ୍ତୁ ଫଟୋରେ କିଏ ରହିଛନ୍ତି ତାକୁ ନେଇ […]

ରଣବୀରଙ୍କ ପ୍ରେମକୁ ଅନୁଷ୍କାଙ୍କ ଥମ୍ସଅପ୍

ranbiranushka

Advertisment

ମୁମ୍ବାଇ: ବଲିଉଡ ହଟେଷ୍ଟ ବ୍ୟାଚଲର ରଣବୀର ସବୁ ଝିଅଙ୍କୁ ସହଜେ ଇମ୍ପ୍ରେସ କରିପାରୁଥିବା ବେଳେ ଅନୁଷ୍କାଙ୍କୁ ଇମ୍ପ୍ରେସ କରିବାରେ କିନ୍ତୁ ଫେଲ ହୋଇଯାଛନ୍ତି। ନିକଟରେ ଫିଲ୍ମ ‘ଏ ଦିଲ ହେ ମୁସକିଲ’ର ସ୍କ୍ରିନିଂରେ ପୋଜ ଦେବା ସମୟରେ ରଣବୀର ହାର୍ଟର ସାଇନ୍ ଦେଇଥିବା ବେଳେ ଅନୁଷ୍କା କିନ୍ତୁ ତାଙ୍କୁ ଥମ୍ସଅପ୍‌ ସାଇନ୍ ଦେଖାଇଛନ୍ତି। ଏହି ପୋଜରେ ଏକ ପୋଷ୍ଟର କିଛିଦିନ ତଳେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। କିନ୍ତୁ ଫଟୋରେ କିଏ ରହିଛନ୍ତି ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିଲା। ରଣବୀରଙ୍କ ଏପରି ରୋମାଣ୍ଟିକ ପୋଜର ଉତ୍ତରରେ ଅନୁଷ୍କା କାହିଁକି ଦେଲେ ଏମିତି ପୋଜ ତାହା ରଣବୀର ଓ ଅନୁଷ୍କା ହିଁ କହିପାରିବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe