‘ନାଗିନ୍ ୪’ରେ ଏଣ୍ଟ୍ରି ନେବେ ରଶ୍ମି ଦେଶାଇ

ମୁମ୍ବାଇ: ରଶ୍ମି ଦେଶାଇ। ଟେଲି  ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା। ବହୁତ ସିରିଏଲ୍‌ରେ ସେ ସଂସ୍କାରୀ ବୋହୂ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି। ହେଲେ ନିକଟରେ ଶେଷ ହୋଇଥିବା ରିଆଲିଟି ଶୋ’ ‘ବିଗ୍‌ବସ୍‌ ୧୩’ରେ ସେ ଏକଦମ୍‌ ହଟ୍‌କେ ଅନ୍ଦାଜ୍‌ରେ ନଜର ଆସିଥିଲେ। ଶୋ’ ସିନା ଜିତିପାରି ନଥିଲେ ହେଲେ ତାଙ୍କ ଦମ୍‌ଦାର୍‌ ବ୍ୟକ୍ତିତ୍ୱ, ଚୁଲ୍‌ବୁଲି ସ୍ୱଭାବ ଓ ଷ୍ଟାଇଲ୍‌ ଦର୍ଶକଙ୍କ ମନ ଜିତି ନେଇଥିଲା। ଏହି ଶୋ’ ପରେ ତାଙ୍କ ଫ୍ୟାନ୍‌ ଫଲୋଇଂ […]

rashmi

rashmi

Chinmayee Roy
  • Published: Sunday, 08 March 2020
  • Updated: 08 March 2020, 12:52 PM IST

Sports

Latest News

ମୁମ୍ବାଇ: ରଶ୍ମି ଦେଶାଇ। ଟେଲି  ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା। ବହୁତ ସିରିଏଲ୍‌ରେ ସେ ସଂସ୍କାରୀ ବୋହୂ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି। ହେଲେ ନିକଟରେ ଶେଷ ହୋଇଥିବା ରିଆଲିଟି ଶୋ’ ‘ବିଗ୍‌ବସ୍‌ ୧୩’ରେ ସେ ଏକଦମ୍‌ ହଟ୍‌କେ ଅନ୍ଦାଜ୍‌ରେ ନଜର ଆସିଥିଲେ। ଶୋ’ ସିନା ଜିତିପାରି ନଥିଲେ ହେଲେ ତାଙ୍କ ଦମ୍‌ଦାର୍‌ ବ୍ୟକ୍ତିତ୍ୱ, ଚୁଲ୍‌ବୁଲି ସ୍ୱଭାବ ଓ ଷ୍ଟାଇଲ୍‌ ଦର୍ଶକଙ୍କ ମନ ଜିତି ନେଇଥିଲା। ଏହି ଶୋ’ ପରେ ତାଙ୍କ ଫ୍ୟାନ୍‌ ଫଲୋଇଂ ଆହୁରି ବଢ଼ିଯାଇଛି। ‘ବିଗ୍‌ବସ୍‌ ୧୩’ ପରେ ଫ୍ୟାନ୍‌ମାନେ ତାଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ଚାହୁଁଛନ୍ତି। ଆଉ ସେମାନଙ୍କ ପାଇଁ ଆସିଛି ଖୁସି ଖବର। ଏକ୍‌ତା କପୁରଙ୍କ ହିଟ୍‌ ସିରିଏଲ୍‌ ‘ନାଗିନ୍ ୪’ରେ ଏଣ୍ଟ୍ରି କରିବେ ରଶ୍ମି।

https://www.instagram.com/p/B9QmI4IAgul/?utm_source=ig_web_copy_link

‘ନାଗିନ୍‌ ୪’କୁ ହିଟ୍‌ କରାଇବା ପାଇଁ ନିର୍ମାତା ଭିନ୍ନ ଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି। କିଛିଦିନ ତଳେ ଶୋ’ରେ ନୂଆ ଟ୍ୱିଷ୍ଟ ଆଣିବା ପାଇଁ ନିର୍ମାତ ଏହାର କାହାଣୀରୁ ଜସ୍ମିନ୍‌ ଭସୀନ୍‌ ଅଭିନୟ କରୁଥିବା ନୟନତାରା ଚରିତ୍ରକୁ ଶେଷ କରିଦେଇଛନ୍ତି। ନୟନତାରାଙ୍କର ମୃତ୍ୟୁ ହୋଇଯାଇଛି। ଜସ୍ମିନ୍‌ଙ୍କର ହଠାତ୍‌ ଶୋ’ରୁ ବାହାରିଯିବା ଫ୍ୟାନ୍‌ମାନଙ୍କୁ ନିରାଶ କରିଛି। ହେଲେ ନୂଆ ଷ୍ଟାରଙ୍କର ଏଣ୍ଟ୍ରି ଦେଖିବା ପାଇଁ ମଧ୍ୟ ସମସ୍ତେ ବେଶ୍‌ ଉତ୍ସାହିତ ଅଛନ୍ତି। ସୂଚନା ଅନୁଯାୟୀ, ଏବେ ରଶ୍ମି ଦେଶାଇ ଏଣ୍ଟ୍ରି ନେବେ। କୁହାଯାଉଛି ଯେ ସେ ଏଥିପାଇଁ ଶୁଟିଂ ବି ଆରମ୍ଭ କରିଦେଲେଣି ଓ ରବିବାର ଏପିସୋଡ୍‌ରେ ନଜର ଆସିପାରନ୍ତି। ଅବଶ୍ୟ ଏ ନେଇ ନିର୍ମାତା କୋଣସି ଘୋଷଣା କରିନାହାନ୍ତି।

https://www.instagram.com/p/B3D_rXug_z_/?utm_source=ig_web_copy_link

‘ନାଗିନ୍‌ ୪’ରୁ ଗତ ସପ୍ତାହରେ ବାହାରିଥିଲେ ଜସ୍ମିନ୍‌। ତାଙ୍କ ଚରିତ୍ରର ଆବଶ୍ୟକତା ଶେଷ ହୋଇଯିବା ପରେ ତାଙ୍କୁ ଏଥିରୁ ବାହାରିବାକୁ ପଡ଼ିଥିଲା। ଜସ୍ମିନ୍‌ କହିଥିଲେ ଯେ ଏହା ପୂର୍ବ ନିର୍ଦ୍ଧାରିତ ଥିଲା। ସିରିଏଲ୍‌ରେ କିଛି ରହସ୍ୟ ଆଣିବା ପାଇଁ ତାଙ୍କ ଚରିତ୍ରକୁ ସାମିଲ୍ କରାଯାଇଥିଲା। ତାଙ୍କ ଚରିତ୍ର ଦର୍ଶକଙ୍କୁ ଏହା ଭାବିବାକୁ ବାଧ୍ୟ କରିବାର ଥିଲା ଯେ ସେ ହେଉଛନ୍ତି ନାଗୁଣୀ। ଆଉ ଏହା ଭିତରେ ନିୟା ଶର୍ମା ଅସଲି ନାଗୁଣୀ ହୋଇ ଦର୍ଶକଙ୍କ ସାମ୍ନାକୁ ଆସିଥାନ୍ତେ, ଯାହା କି ଏବେ ହୋଇସାରିଛି। ତେଣୁ ଆଉ ତାଙ୍କ ଚରିତ୍ରର କିଛି ଆବଶ୍ୟକତା ନାହିଁ।

ସୂଚନା ଅନୁଯାୟୀ, ସାୟନ୍ତନୀ ଘୋଷ ମଧ୍ୟ ଶୋ’ରୁ ବିଦାୟ ନେଇଯିବେ। ସେ ନିଜେ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଶୋ’ ସହିତ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ନିର୍ମାତା ଏଥିରେ ନୂଆ ନୂଆ ଟ୍ୱିଷ୍ଟ ଆଣିବାକୁ ଚାହୁଁଛନ୍ତି। ତେଣୁ ସିରିଏଲ୍‌ରେ ଏବେ ତାଙ୍କ କ୍ୟାରେକ୍ଟରକୁ ମାରିବାକୁ ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story