/odisha-reporter/media/post_attachments/uploads/2016/10/mahendra-singh-dhoni-biopic.jpg)
mahendra-singh-dhoni
ମୁମ୍ବାଇ: କ୍ରିକେଟର ଜଗତର ନାୟକ ଧୋନୀଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ଏମ୍ଏସ୍ ଧୋନୀ-ଦ ଅନଟୋଲ୍ଡ ଷ୍ଟୋରୀ’ ପ୍ରଥମ ଦିନରେ ରେକର୍ଡ ସୃଷ୍ଟି କରିଛି। ଫିଲ୍ମରେ ସୁଶାନ୍ତଙ୍କ ଅଭିନୟକୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ପ୍ରଥମ ଦିନରୁ ଫିଲ୍ମ ୨୧.୩୦ କୋଟି ଟଙ୍କା ଆୟ କରିଛି। ବକ୍ସ ଅଫିସରେ ଫିଲ୍ମର ପ୍ରଥମ ଦିନର ରୋଜଗାର ଶାହାରୁଖ ଏବଂ ଅକ୍ଷୟଙ୍କ ରେକର୍ଡକୁ କାଟି ଦେଇଛି।
Advertisment
ଚଳିତବର୍ଷ ଶାହାରୁଖଙ୍କ ଅଭିନୀତ ଫିଲ୍ମ ‘ଫ୍ୟାନ୍’ ପ୍ରଥମ ଦିନରେ ୧୯.୨୦ କୋଟି ଆୟ କରିଥିବା ବେଳେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ରୁସ୍ତମ’୧୪.୧୧କୋଟି ଟଙ୍କା ରୋଜଗାର କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
