/odisha-reporter/media/post_attachments/uploads/2016/09/akira-sonakshi.jpg)
akira-sonakshi
ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି ପରଦାକୁ ଆସିଛି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଷ୍ଟାରର୍ ଫିଲ୍ମ ‘ଅକିରା’। ଏହା ହେଉଛି ୨୦୧୧ର ତାମିଲ୍ ଫିଲ୍ମ ‘ମୌନା ଗୁରୁ’ର ରିମେକ୍। ଏହାର କାହାଣୀ ନାରୀ ସଶକ୍ତିକରଣ ଉପରେ ଆଧାରିତ। ଏ.ଆର.ମରୁଗାଦୋସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୋନାକ୍ଷୀ ଜଣେ ଆକ୍ସନ୍ ଲେଡି ଭୂମିକାରେ ନଜର ଆସିଛନ୍ତି।
Advertisment
ଏଥିରେ ସୋନାକ୍ଷୀଙ୍କ ବ୍ୟତୀତ କୋଙ୍କଣା ସେନ ଶର୍ମା ଓ ଅନୁରାମ ବସୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ଅକ୍ଷୟ କୁମାର ଏଥିରେ ସ୍ପେଶାଲ ଆପିଏରେନ୍ସରେ ନଜର ଆସିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
