/odisha-reporter/media/post_attachments/uploads/2016/10/odia-film.jpg)
odia-film
କଟକ: ପୂଜା ବଜାରକୁ ସରଗରମ୍ କରିବାକୁ ଆଜି ରିଲିଜ୍ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଷଷ୍ଠ ଅବଦାନ ‘ଲଭ୍ ପାଇଁ କୁଛ୍ ଭି କରେଗା’। ଲଭର୍ ବଏ ବାବୁଶାନଙ୍କ ରିଲ୍ ପାର୍ଟନର୍ ସାଜିଛନ୍ତି ବିୟୁଟିଫୁଲ୍ ନ୍ୟୁକମର୍ ସୁପ୍ରିୟା। ନୂଆ ଯୋଡ଼ି ଓ ଜବରଦସ୍ତ ଷ୍ଟୋରୀ ଲାଇନ୍ ସାଙ୍ଗକୁ ଜମାଣିଆ ମ୍ୟୁଜିକ୍ ରହିଛି। ରିଲିଜ୍ ପୂର୍ବରୁ ଟାଇଟଲ୍ ସଙ୍ଗକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି।
Advertisment
ଏହି ଫିଲ୍ମରେ ମିହିର ଦାସ ଓ ଉଷଶୀ ମିଶ୍ର ମଧ୍ୟ ଅଛନ୍ତି।
ତରଙ୍ଗ ବ୍ୟାନରରେ ନିର୍ମିତ ସବୁ ଫିଲ୍ମ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିବା ବେଳେ ଏଥର ମଧ୍ୟ ଲଭ୍ ପାଇଁ ‘କୁଛ୍ ଭି କରେଗା’ ବକ୍ସ ଅଫିସ୍ରେ କମାଲ କରିବ ବୋଲି ନିର୍ମାତା ଆଶାବାଦୀ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
