Advertisment

ରିଲିଜ୍‌ ହେଲା ‘ଲଭ୍‌ ପାଇଁ କୁଛ୍‌ ଭି କରେଗା’

କଟକ: ପୂଜା ବଜାରକୁ ସରଗରମ୍‌ କରିବାକୁ ଆଜି  ରିଲିଜ୍‌ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଷଷ୍ଠ ଅବଦାନ ‘ଲଭ୍‌ ପାଇଁ କୁଛ୍‌ ଭି କରେଗା’। ଲଭର୍‌ ବଏ ବାବୁଶାନଙ୍କ  ରିଲ୍‌ ପାର୍ଟନର୍‌ ସାଜିଛନ୍ତି ବିୟୁଟିଫୁଲ୍‌ ନ୍ୟୁକମର୍‌ ସୁପ୍ରିୟା। ନୂଆ ଯୋଡ଼ି ଓ ଜବରଦସ୍ତ ଷ୍ଟୋରୀ ଲାଇନ୍‌ ସାଙ୍ଗକୁ ଜମାଣିଆ ମ୍ୟୁଜିକ୍‌ ରହିଛି। ରିଲିଜ୍‌ ପୂର୍ବରୁ ଟାଇଟଲ୍‌ ସଙ୍ଗକୁ ଦର୍ଶକମାନେ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ମିହିର ଦାସ ଓ ଉଷଶୀ ମିଶ୍ର ମଧ୍ୟ ଅଛନ୍ତି। ତରଙ୍ଗ […]

ଅଦ୍ୟତନ ହୋଇଛି
ରିଲିଜ୍‌ ହେଲା ‘ଲଭ୍‌ ପାଇଁ କୁଛ୍‌ ଭି କରେଗା’

odia-film

Advertisment

filmକଟକ: ପୂଜା ବଜାରକୁ ସରଗରମ୍‌ କରିବାକୁ ଆଜି  ରିଲିଜ୍‌ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଷଷ୍ଠ ଅବଦାନ ‘ଲଭ୍‌ ପାଇଁ କୁଛ୍‌ ଭି କରେଗା’। ଲଭର୍‌ ବଏ ବାବୁଶାନଙ୍କ  ରିଲ୍‌ ପାର୍ଟନର୍‌ ସାଜିଛନ୍ତି ବିୟୁଟିଫୁଲ୍‌ ନ୍ୟୁକମର୍‌ ସୁପ୍ରିୟା। ନୂଆ ଯୋଡ଼ି ଓ ଜବରଦସ୍ତ ଷ୍ଟୋରୀ ଲାଇନ୍‌ ସାଙ୍ଗକୁ ଜମାଣିଆ ମ୍ୟୁଜିକ୍‌ ରହିଛି। ରିଲିଜ୍‌ ପୂର୍ବରୁ ଟାଇଟଲ୍‌ ସଙ୍ଗକୁ ଦର୍ଶକମାନେ ବେଶ୍‌ ପସନ୍ଦ କରିଛନ୍ତି।

Advertisment

ଏହି ଫିଲ୍ମରେ ମିହିର ଦାସ ଓ ଉଷଶୀ ମିଶ୍ର ମଧ୍ୟ ଅଛନ୍ତି।

ତରଙ୍ଗ ବ୍ୟାନରରେ ନିର୍ମିତ ସବୁ ଫିଲ୍ମ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିବା ବେଳେ ଏଥର ମଧ୍ୟ ଲଭ୍‌ ପାଇଁ ‘କୁଛ୍‌ ଭି କରେଗା’ ବକ୍ସ ଅଫିସ୍‌ରେ କମାଲ କରିବ ବୋଲି ନିର୍ମାତା ଆଶାବାଦୀ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe