Advertisment

ରିଲିଜ୍ ହେଲା ଅପକମିଂ ଫିଲ୍ମ ‘ତମାସା’ର ମଚ୍ ଆୱେଟେଡ୍ ସଙ୍ଗ୍

ମୁମ୍ୱାଇ: ରିଲିଜ୍ ହେଲା ଅପକମିଂ ବଲିଉଡ୍ ମୁଭି ‘ତମାସା’ର ମଚ୍ ଆୱେଟେଡ୍ ସଙ୍ଗ୍। ‘ଅଗର ତୁମ୍ ସାଥ୍ ହୋ’ ଗୀତ ଜରିଆରେ ବହୁଦିନ ପରେ କମବ୍ୟାକ୍ କରିଛନ୍ତି ଅଲକା ୟାଗ୍ନିକ୍। ‘ତମାସା’ର ବାକି ଗୀତଠାରୁ ଏହା ଟିକେ ଅଲଗା । କାରଣ ବହୁଦିନ ପରେ ଅଲକା ୟାଗ୍ନିଙ୍କ ମଖମଲୀ ଭଏସ୍ ଶୁଣିବାକୁ ମିଳିବ। ତେବେ ଏହି ଗୀତରେ ରଣବୀର ଓ ଦୀପିକାଙ୍କ ଲଭ୍ ଇମୋଶନ ଦେଖିବାକୁ ମିଳିବ। ‘ୟେ ଜୱାନି ହୈ ଦିୱାନି’ ପରେ ପୁଣିଥରେ ପରଦାରେ ଦର୍ଶକ […]

ଅଦ୍ୟତନ ହୋଇଛି
ରିଲିଜ୍ ହେଲା ଅପକମିଂ ଫିଲ୍ମ ‘ତମାସା’ର ମଚ୍ ଆୱେଟେଡ୍ ସଙ୍ଗ୍

film

Advertisment

ମୁମ୍ୱାଇ: ରିଲିଜ୍ ହେଲା ଅପକମିଂ ବଲିଉଡ୍ ମୁଭି ‘ତମାସା’ର ମଚ୍ ଆୱେଟେଡ୍ ସଙ୍ଗ୍। ‘ଅଗର ତୁମ୍ ସାଥ୍ ହୋ’ ଗୀତ ଜରିଆରେ ବହୁଦିନ ପରେ କମବ୍ୟାକ୍ କରିଛନ୍ତି ଅଲକା ୟାଗ୍ନିକ୍। ‘ତମାସା’ର ବାକି ଗୀତଠାରୁ ଏହା ଟିକେ ଅଲଗା । କାରଣ ବହୁଦିନ ପରେ ଅଲକା ୟାଗ୍ନିଙ୍କ ମଖମଲୀ ଭଏସ୍ ଶୁଣିବାକୁ ମିଳିବ।
ତେବେ ଏହି ଗୀତରେ ରଣବୀର ଓ ଦୀପିକାଙ୍କ ଲଭ୍ ଇମୋଶନ ଦେଖିବାକୁ ମିଳିବ। ‘ୟେ ଜୱାନି ହୈ ଦିୱାନି’ ପରେ ପୁଣିଥରେ ପରଦାରେ ଦର୍ଶକ ଦେଖିବାକୁ ପାଇବେ ରଣବୀର ଏବଂ ଦୀପିକାଙ୍କ ଲଭ୍ ଇମୋଶନ। ଆଉ ଇମୋସନକୁ କ୍ୟାମେରା ଲେନ୍ସରେ ବେଶ୍ ଭଲ ଭାବେ କ୍ୟାପଚର କରିଛନ୍ତି ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀ। ପୂର୍ବରୁ ଏହି ଗୀତର ମେକିଂ ପରଦା ଉପରକୁ ଆସିସାରିଛି ଆଉ ଦର୍ଶକଙ୍କୁ ବି ଏହା ବେଶ୍ ପସନ୍ଦ ଆସିଛି। ଆଉ ଏବେ ଆସିଛି ଗୀତଟି। ଏଆର୍ ରେହମାନଙ୍କ ସୋଲଫୁଲ୍ ମ୍ୟୁଜିକ୍, ଅଲକାଙ୍କ ଭଏସ୍ ଓ ରଣବୀର ଏବଂ ଦୀପିକାଙ୍କ କେମେଷ୍ଟ୍ରୀ ଗୀତଟିକୁ ହୃଦୟସ୍ପର୍ଶୀ କରିଛି। ଇମତିଆଜ୍ ଅଲ୍ଲୀ ନିର୍ଦ୍ଦେଶିତ ଫିଲ୍ମ ‘ତମାସା’ ନଭେମ୍ୱର ୨୭ରେ ପରଦାକୁ ଆସିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe