Advertisment

ରିଲିଜ୍ ହେଲା ୨୦୧୬ର ପ୍ରଥମ ସିନେମା ‘ଯୋଉଠି ତୁ ସେଇଠି ମୁଁ’

ଭୁବନେଶ୍ୱର: ‘ଯୋଉଠି ତୁ ସେଇଠି ମୁଁ’ ୨୦୧୬ର ପ୍ରଥମ ରିଲିଜ ସିନେମାର ଆଖ୍ୟା ପାଇଛି। ଏହା ଏକାସଙ୍ଗରେ ଦୁଇଟି ଭାଷାରେ ପରଦାକୁ ଆସିଛି। ଭୋଜପୁରୀ ଭାଷାରେ ଏହି ସିନେମାର ନାଁ ‘ହମକା ଇସ୍କ ହୁଆ ହେ ୟାରେଁ’ ରଖାଯାଇଛି। ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୪୫ଟି ହଲରେ ରିଲିଜ୍ ହୋଇଛି। ‌ଏଥିରେ ଲିଡ୍ ରୋଲରେ ଅଛନ୍ତି ୟଶ ମିଶ୍ର ଏବଂ ଅଞ୍ଜଳି ମିଶ୍ର। ଉଭୟ ଏହି ଫିଲ୍ମ ଜରିଆରେ ଡେବ୍ୟୁ ମଧ୍ୟ କରିଛନ୍ତି। ‘ଯୋଉଠି ତୁ ସେଇଠି […]

ଅଦ୍ୟତନ ହୋଇଛି
ରିଲିଜ୍ ହେଲା ୨୦୧୬ର ପ୍ରଥମ ସିନେମା ‘ଯୋଉଠି ତୁ ସେଇଠି ମୁଁ’

e

Advertisment

ଭୁବନେଶ୍ୱର: ‘ଯୋଉଠି ତୁ ସେଇଠି ମୁଁ’ ୨୦୧୬ର ପ୍ରଥମ ରିଲିଜ ସିନେମାର ଆଖ୍ୟା ପାଇଛି। ଏହା ଏକାସଙ୍ଗରେ ଦୁଇଟି ଭାଷାରେ ପରଦାକୁ ଆସିଛି। ଭୋଜପୁରୀ ଭାଷାରେ ଏହି ସିନେମାର ନାଁ ‘ହମକା ଇସ୍କ ହୁଆ ହେ ୟାରେଁ’ ରଖାଯାଇଛି। ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୪୫ଟି ହଲରେ ରିଲିଜ୍ ହୋଇଛି। ‌ଏଥିରେ ଲିଡ୍ ରୋଲରେ ଅଛନ୍ତି ୟଶ ମିଶ୍ର ଏବଂ ଅଞ୍ଜଳି ମିଶ୍ର। ଉଭୟ ଏହି ଫିଲ୍ମ ଜରିଆରେ ଡେବ୍ୟୁ ମଧ୍ୟ କରିଛନ୍ତି। ‘ଯୋଉଠି ତୁ ସେଇଠି ମୁଁ’ରେ ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି ବୈଦ୍ୟନାଥ ଦାସ। ବଲିଉଡର ବହୁ ନାମୀଦାମୀ ସିଙ୍ଗରଙ୍କ କଣ୍ଠର ଯାଦୁ ଦେଖିବାକୁ ମିଳୁଛି ଏହି ସିନେମାରେ। ‘ଯୋଉଠି ତୁ ସେଇଠି ମୁଁ’ର ଗୀତ ଲେଖିଛନ୍ତି ସ୍ୱର୍ଗତ ନିଜାମ ଏବଂ ବିଜୟ ମଲ୍ଲ। ସାବିତ୍ରୀ ପିକ୍ଚର୍ସ ବ୍ୟାନରର ଏହି ସିନେମାର ଅନ୍ୟ ଭୂମିକାରେ ଶ୍ରୀତମ ଦାସ, ଅନରା, ହରି, ପିଣ୍ଟୁ ନନ୍ଦ ଓ ସରୋଜ ଦାସଙ୍କୁ ଦେଖିବାକୁ ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe