Advertisment

ଆଜି ବି ଯାହାଙ୍କୁ ଝୁରୁଛନ୍ତି ଓଡ଼ିଆ ଫିଲ୍ମ ଦର୍ଶକ

ତାଙ୍କ ଆଖିରେ ଥାଏ ଇସାରା। ଓଠରେ ଥାଏ ଚାତୁରି। ସେ ଖଳନାୟକଙ୍କ ମଧ୍ୟରେ ସୁପରଷ୍ଟାର୍। ମାଆ ରାଣ୍… ନାଇଁ ନାଇଁ ନାଇଁ ମଁ… ବୋଧେ ଆଉ କହିବାକୁ ପଡ଼ିବନି ସିଏ କିଏ। ସିନେମାରେ “ଏ ପ୍ଲସ୍ ବି ର ହୋଲ୍‌ ସ୍କୋୟାର” ସୂତ୍ରରେ ଅଙ୍କ କଷିଛନ୍ତି ସେ। ଗଙ୍ଗା କୂଳକୁ ଆସି ପାପ ନ ଧୋଇ ଯିବାକୁ ମଙ୍ଗି ନାହାନ୍ତି । ରଣିଆ ପୁଅ ମାଣିଆ ସେ। ଓଡ଼ିଆ ସିନେମାରେ ସେ ଡାଏଲଗ୍ କହିଛନ୍ତି ଜମେଇ ଜମେଇ। […]

ଆଜି ବି ଯାହାଙ୍କୁ ଝୁରୁଛନ୍ତି ଓଡ଼ିଆ ଫିଲ୍ମ ଦର୍ଶକ

hraar11

Advertisment

ତାଙ୍କ ଆଖିରେ ଥାଏ ଇସାରା। ଓଠରେ ଥାଏ ଚାତୁରି। ସେ ଖଳନାୟକଙ୍କ ମଧ୍ୟରେ ସୁପରଷ୍ଟାର୍। ମାଆ ରାଣ୍... ନାଇଁ ନାଇଁ ନାଇଁ ମଁ... ବୋଧେ ଆଉ କହିବାକୁ ପଡ଼ିବନି ସିଏ କିଏ।

Advertisment

ସିନେମାରେ "ଏ ପ୍ଲସ୍ ବି ର ହୋଲ୍‌ ସ୍କୋୟାର" ସୂତ୍ରରେ ଅଙ୍କ କଷିଛନ୍ତି ସେ। ଗଙ୍ଗା କୂଳକୁ ଆସି ପାପ ନ ଧୋଇ ଯିବାକୁ ମଙ୍ଗି ନାହାନ୍ତି । ରଣିଆ ପୁଅ ମାଣିଆ ସେ। ଓଡ଼ିଆ ସିନେମାରେ ସେ ଡାଏଲଗ୍ କହିଛନ୍ତି ଜମେଇ ଜମେଇ। ପରଦାରେ ଆଖି ନଚେଇ ମିଠା ମିଠା ଭୟ ଦେଖାଇ ନାୟିକାଙ୍କ ଘୃଣାର ପାତ୍ର ହୋଇଛନ୍ତି ସେ।  ସେ ଆଉ କିଏ ହୋଇପାରିବେ?

ହଁ, ସେ ହେଉଛନ୍ତି ହର ପଟ୍ଟନାୟକ। ଆଜି ତାଙ୍କ ଜନ୍ମଦିନ। ୧୯୫୮ ଅକ୍ଟୋବର ୧୨ ରେ ତାଙ୍କ ଜନ୍ମ। ଏହି ଅବସରରେ ଆସନ୍ତୁ ମନେ ପକାଇବା ତାଙ୍କର କେତୋଟି ମନମତାଣିଆ ଡାଏଲଗ...

Advertisment

publive-image

ନାଁ ଟା ମୋର ପ୍ରେମ୍ କୁମାର... (କଥା କହିବ ମୋ ମଥା ସିନ୍ଦୁର)

ଏ ପ୍ଲସ ବି ର ହୋଲ ସ୍କୋୟାର ଇଜ୍ ଇକ୍ୱାଲ ଟୁ ଏ ସ୍କୋୟାର ପ୍ଲଶ ବି ସ୍କୋୟାର ପ୍ଲଶ ଟୁ ଏବି(କଳ୍‌କି ଅବତାର)

ଗଙ୍ଗାକୂଳକୁ ଆସି ପାପ ନ ଧୋଇ ଚାଲି ଯିବି? ( ଜୋର୍ ଜାର୍ ମୁଲକ୍ ତାର୍)

ଆମ ଓଡ଼ିଶାରେ ଏମିତି ହୁଏନି..( ସାଥିରେ)

ଚକ୍‌ମା ଚୁର୍, ଯା ବୁଲିଯା (ଅର୍ଜୁନ)

କଟ୍ କଟ୍ କଟ୍ ରା (ସାବିତ୍ରୀ)

ଫେସ୍ ଟୁ ଫେସ (ଧର୍ମ ଦେବତା)

ବେକାର୍ ବେକାର୍ ବେକାର୍ ସବୁ ବେକାର... (ସୁନା ଚଡ଼େଇ)

ଝକାସ୍ ଝକାସ ଝକାସ୍...(ସୁନା ଚଡ଼େଇ)

ମାଆ ରାଣ୍ (ରାମ ଲକ୍ଷ୍ମଣ)

ରଣିଆ ପୁଅ ମାଣିଆ( ସାକ୍ଷୀ ରହିବ ମୋ ସଙ୍ଖା ସିନ୍ଦୁର)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe