କିଭଳି ଅଛି ରେମୋଙ୍କ ସ୍ୱାସ୍ଥ୍ୟାବସ୍ଥା?

ମୁମ୍ବାଇ: ରେମୋ ଡିସୁଜାଙ୍କ ହାର୍ଟ ଆଟାକ ଖବର ପୂରା ବଲିଉଡକୁ ଦୋହଲାଇ ଦେଇଛି । ତେବେ କିଭଳି ଅଛି ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର କମ୍ ନିର୍ଦ୍ଦେଶକ ରେମୋ ଡିସୁଜାଙ୍କୁ ସ୍ୱାସ୍ଥ୍ୟବସ୍ଥା। ସେ କ’ଣ କରୁଛନ୍ତି ଏବଂ ତାଙ୍କ ପୁରା ହେଲଥ କଣ୍ଡିସନ କ’ଣ ରହିଛି । ଏନେଇ ତାଙ୍କ ପତ୍ନୀ ଲିଜେଲ ଡି’ସୁଜା ସୂଚନା ଦେଇଛନ୍ତି । ଗତ ଶୁକ୍ରବାର ରେମୋଙ୍କୁ ହୃଦଘାତ ହୋଇଥିଲା । ଏହାପରେ ତାଙ୍କୁ ମୁମ୍ବାଇ ସ୍ଥିତ କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି […]

remo

remo

Madhupriya Mistry
  • Published: Sunday, 13 December 2020
  • Updated: 13 December 2020, 07:58 AM IST

Sports

Latest News

ମୁମ୍ବାଇ: ରେମୋ ଡିସୁଜାଙ୍କ ହାର୍ଟ ଆଟାକ ଖବର ପୂରା ବଲିଉଡକୁ ଦୋହଲାଇ ଦେଇଛି । ତେବେ କିଭଳି ଅଛି ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର କମ୍ ନିର୍ଦ୍ଦେଶକ ରେମୋ ଡିସୁଜାଙ୍କୁ ସ୍ୱାସ୍ଥ୍ୟବସ୍ଥା। ସେ କ’ଣ କରୁଛନ୍ତି ଏବଂ ତାଙ୍କ ପୁରା ହେଲଥ କଣ୍ଡିସନ କ’ଣ ରହିଛି । ଏନେଇ ତାଙ୍କ ପତ୍ନୀ ଲିଜେଲ ଡି’ସୁଜା ସୂଚନା ଦେଇଛନ୍ତି ।

ଗତ ଶୁକ୍ରବାର ରେମୋଙ୍କୁ ହୃଦଘାତ ହୋଇଥିଲା । ଏହାପରେ ତାଙ୍କୁ ମୁମ୍ବାଇ ସ୍ଥିତ କୋକିଲାବେନ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ବର୍ତ୍ତମାନ ସେ ପୂର୍ବାପେକ୍ଷା ସୁସ୍ଥ ଥିବା ତାଙ୍କ ପତ୍ନୀ କହିଛନ୍ତି । ଡାକ୍ତରମାନ ମଧ୍ୟ ତାଙ୍କ ସ୍ୱାସ୍ଥକୁ ନେଇ ଲଗାତରା ନଜର ରଖିଛନ୍ତି ।

ସେପେଟେ ରେମୋଙ୍କୁ ସାକ୍ଷାତ କରିବା ପାଇଁ ହସ୍ପିଟାଲେର ଜଣଙ୍କ ପରେ ଜଣେ ବି-ଟାଉନ ସେଲିବ୍ରିଟି ପହଞ୍ଚିଛନ୍ତି । ଏଥିସହ ତାଙ୍କ ବନ୍ଧୁବାନ୍ଧବମାନେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । କୋରିଓଗ୍ରାଫର ଧର୍ମେଶଙ୍କ ଠାରୁ ଆରମ୍ଭ କରି ଅହମଦ ଖାନ, ଆମିର ଅଲ୍ଲି, ରାହୁଲ ଦେବ ଏବଂ ସଲମାନ ୟୁସୁଫ ଖାନ ତାଙ୍କୁ ସାକ୍ଷାତ କରିବା  ପାଇଁ ଶନିବାର ହସ୍ପିଟାଲରେ ପହଞ୍ଚିଥିଲେ ।  ସେପଟେ ରେମୋଙ୍କ ପାଇଁ ଗୀତା କପୁରଙ୍କ ପ୍ରାର୍ଥନା କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ରେମୋଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ରେମୋ ବଲିଉଡର ଜଣେ ପ୍ରସିଦ୍ଧ କୋରିଓଗ୍ରାଫର । ଏଥିସହ ଜଣେ ଭଲ ନିର୍ଦ୍ଦେଶକ ମଧ୍ୟ । ସେ ସଲମାନ ଖାନଙ୍କ ସହ ମିଶି ରେସ-୩ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ। ଏହାବ୍ୟତୀତ ଫାଲତୁ, ଏବିସିଡି, ଏବିସିଡି-୨ ଏବଂ ଷ୍ଟ୍ରିଟ ଡ୍ୟାନ୍ସର ଭଳି ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇସାରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story