ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର ଅସୁସ୍ଥ ଅଛନ୍ତି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶାନ୍ତିଲତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ନେଇ ତାଙ୍କର ସଂପର୍କୀୟ।
ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଶାର ଘରେ ଘରେ ପରିଚିତ। ସେ ଅନେକ ଲୋକପ୍ରିୟ ଭଜନ ଗାଇଛନ୍ତି।
ବିଶେଷ କରି ମହାପ୍ରଭୁ ଜଗନ୍ନାଥଙ୍କ ଭଜନ- କାଳିଆ ମୋ ହୃଦୟ ହାର, ମିଛ ମାୟାକୁ ବାନ୍ଧିଛୁ ଶୂନ୍ୟ ଭେଳା, ଅଧାଗଢ଼ା ହାତ ମୋର କେତେ ସୁନ୍ଦର, ହେ ଚକାନୟନ ଅଗତିର ଗତି ଦିନ ଦୁଃଖ ନାଶନ ଭଳି ଅନେକ କାଳଜୟୀ ଭଜନ ଗାଇଛନ୍ତି ଶାନ୍ତିଲତା। ଆଜି ବି ତାଙ୍କ ଭଜନ ଶ୍ରୋତାଙ୍କ ମଧ୍ୟରେ ଭକ୍ତି ଓ ସମର୍ପଣ ଭାବ ସୃଷ୍ଟି କରେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ସଲମାନଙ୍କ ବାପାଙ୍କୁ ପୁଣି ଧମକ- ଲରେନ୍ସ ଗ୍ୟାଙ୍ଗକୁ ପଠାଇବି କି?
ସ୍କୁଟିରେ ଆସି ଜଣେ ବୁର୍ଖା ପିନ୍ଧା ମହିଳା ସଲିମ ଖାନ୍ଙ୍କୁ ଧମକ ଦେଇଛନ୍ତି।
Bollywood
ଆଖି ବୁଜିଲେ ହିମେଶ ରେଶମିୟାଙ୍କ ବାପା
ଆଖି ବୁଜିଲେ ବଲିଉଡର ପ୍ରସିଦ୍ଧ ମ୍ୟୁଜିକ ଡାଇରେକ୍ଟର ହିମେଶ ରେଶମିୟାଙ୍କ ବାପା ବିପିନ ରେଶମିୟା। ବିପିନ ରେଶମିୟା ମଧ୍ୟ ଜଣେ ଖୁବ୍ ଲୋକପ୍ରିୟ ମ୍ୟୁଜିକ ଡାଇରେକ୍ଟର ଥିଲେ।
Bollywood
ସିଦ୍ଧାର୍ଥଙ୍କୁ ସିକ୍ରେଟ୍ଲି ବାହା ହେଲେ ଅଦିତି
୪୦୦ ବର୍ଷ ପୁରୁଣା ଏକ ଐତିହାସିକ ମନ୍ଦିରରେ ଉଭୟ ବିବାହ କରିଛନ୍ତି।
Tollywood
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଟଙ୍କା ଦେଲେ ଚିରଞ୍ଜୀବି, ଅଲୀ ଓ ଅନ୍ୟମାନେ
ଟଲିଉଡର ମେଗାଷ୍ଟାର ଚିରଞ୍ଜୀବି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଦେଇଛନ୍ତି। ଅତିରିକ୍ତ ଭାବେ ସେ ତାଙ୍କ ପୁଅ ରାମ ଚରଣଙ୍କ ତରଫରୁ ମଧ୍ୟ ଆଉ ୫୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି।
Bollywood
ଗଣପତିଙ୍କ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘରେ ସଲମାନ ଖାନ
ସିନ୍ଦେଙ୍କ ସହ ସଲମାନ ଗଣେଶଙ୍କ ପୂଜାର୍ଚ୍ଚନା କରୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ନିଜେ ମୁଖ୍ୟମନ୍ତ୍ରୀ ସିନ୍ଦେ ଏହି ଫଟୋ ଗୁଡ଼ିକ ଆଜି ଶେୟାର କରିଛନ୍ତି।