Advertisment

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଡାକ୍ତରଖାନାରେ ଭର୍ତ୍ତି

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଶାର ଘରେ ଘରେ ପରିଚିତ।

ଅଦ୍ୟତନ ହୋଇଛି
Shantilata Barick

Shantilata Barick

Advertisment

ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର ଅସୁସ୍ଥ ଅଛନ୍ତି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶାନ୍ତିଲତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ନେଇ ତାଙ୍କର ସଂପର୍କୀୟ। 

Advertisment

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଶାର ଘରେ ଘରେ ପରିଚିତ। ସେ ଅନେକ ଲୋକପ୍ରିୟ ଭଜନ ଗାଇଛନ୍ତି।

ବିଶେଷ କରି ମହାପ୍ରଭୁ ଜଗନ୍ନାଥଙ୍କ ଭଜନ- କାଳିଆ ମୋ ହୃଦୟ ହାର, ମିଛ ମାୟାକୁ ବାନ୍ଧିଛୁ ଶୂନ୍ୟ ଭେଳା, ଅଧାଗଢ଼ା ହାତ ମୋର କେତେ ସୁନ୍ଦର, ହେ ଚକାନୟନ ଅଗତିର ଗତି ଦିନ ଦୁଃଖ ନାଶନ ଭଳି ଅନେକ କାଳଜୟୀ ଭଜନ ଗାଇଛନ୍ତି ଶାନ୍ତିଲତା। ଆଜି ବି ତାଙ୍କ ଭଜନ ଶ୍ରୋତାଙ୍କ ମଧ୍ୟରେ ଭକ୍ତି ଓ ସମର୍ପଣ ଭାବ ସୃଷ୍ଟି କରେ।

Advertisment
Santilata Barik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe