Advertisment

ମିସ୍‌ ଇଣ୍ଟରନ୍ୟାସନାଲ ଇଣ୍ଡିଆ-୨୦୧୬ ଭାରତରୁ ରେବତୀ

ମୁମ୍ବାଇ: ୨୩ ବର୍ଷୀୟ ମଡେଲ ରେବତୀ ଛତ୍ରୀ ମିସ୍‌ ଇଣ୍ଟରନ୍ୟାସନାଲ ଇଣ୍ଡିଆ-୨୦୧୬ ପ୍ରତିଯୋଗୀତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଗତ ମାସ ଜାପାନରେ ଏହି ପ୍ରତିଯୋଗିତା ହେବ। ଚୀନରେ ଆୟୋଜନ କରାଯାଇଥିବା ୱାର୍ଲ୍ଡ ମିସ୍‌ ଏସିଆ ୟୁନିଭରସିଟି ପ୍ରତିଯୋଗିତାରେ ରେବତୀ‘ ମିସ୍‌ ଏସିଆ’ର ମୁକୁଟ ପନ୍ଧିଥିଲେ। ରେବତୀ ମଡେଲିଂ କରିବା ସହ ମଧ୍ୟ ଗୌହାଟି ଲ’ କଲେଜରେ ଓକିଲାତି କରୁଛନ୍ତି। ଏହା ସହ ରେବତୀ ମଧ୍ୟ ମ୍ୟୁଜିକ ଆଲବମରେ ମଧ୍ୟରେ କାମ କରିସାରିଛନ୍ତି। ରେବତୀଙ୍କ ମଡେଲିଂ କ୍ୟାରିଅର […]

ଅଦ୍ୟତନ ହୋଇଛି
ମିସ୍‌ ଇଣ୍ଟରନ୍ୟାସନାଲ ଇଣ୍ଡିଆ-୨୦୧୬ ଭାରତରୁ ରେବତୀ

rewati-chettri

Advertisment

ମୁମ୍ବାଇ: ୨୩ ବର୍ଷୀୟ ମଡେଲ ରେବତୀ ଛତ୍ରୀ ମିସ୍‌ ଇଣ୍ଟରନ୍ୟାସନାଲ ଇଣ୍ଡିଆ-୨୦୧୬ ପ୍ରତିଯୋଗୀତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଗତ ମାସ ଜାପାନରେ ଏହି ପ୍ରତିଯୋଗିତା ହେବ।

Advertisment

ଚୀନରେ ଆୟୋଜନ କରାଯାଇଥିବା ୱାର୍ଲ୍ଡ ମିସ୍‌ ଏସିଆ ୟୁନିଭରସିଟି ପ୍ରତିଯୋଗିତାରେ ରେବତୀ‘ ମିସ୍‌ ଏସିଆ’ର ମୁକୁଟ ପନ୍ଧିଥିଲେ। ରେବତୀ ମଡେଲିଂ କରିବା ସହ ମଧ୍ୟ ଗୌହାଟି ଲ’ କଲେଜରେ ଓକିଲାତି କରୁଛନ୍ତି। ଏହା ସହ ରେବତୀ ମଧ୍ୟ ମ୍ୟୁଜିକ ଆଲବମରେ ମଧ୍ୟରେ କାମ କରିସାରିଛନ୍ତି। ରେବତୀଙ୍କ ମଡେଲିଂ କ୍ୟାରିଅର ନେହା ଧୁପିଆ ଶୋ’ରୁ ଆରମ୍ଭ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe