Advertisment

ରିଲିଜ ହେଲା ତରଙ୍ଗ ସିନେ ପ୍ରଡକ୍ସନର ତୃତୀୟ ଅବଦାନ ‘ଜଗା ହାତରେ ପଘା’

ଭୁବନେଶ୍ୱର: ପୂଜା ବଜାରରେ ଆଜି ରିଲିଜ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନର ତୃତୀୟ ଅବଦାନ ‘ଜଗା ହାତରେ ପଘା’। କଟକ ବୃନ୍ଦାବନ ସିନେମା ହଲରେ ଫିଲ୍ମର ପ୍ରିମିୟର୍ ହୋଇଛି। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି। ଚଳଚ୍ଚିତ୍ରରେ ବୁଦ୍ଧାଦିତ୍ୟଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି। ଏଲିନା ଓ ବେଙ୍ଗଲି ବିୟୁଟି ଝିଲିକଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଅନ୍ୟ ପ୍ରମୁଖ ଚରିତ୍ରରେ ଅଛନ୍ତି ଭେଟେରାନ୍ ଆକ୍ଟ୍ରେସ୍ ମହାଶ୍ୱେତା ଓ ଅଜିତ ଦାଶ। ଜବରଦସ୍ତ ଆକ୍ସନ ସାଙ୍ଗକୁ […]

ରିଲିଜ ହେଲା ତରଙ୍ଗ ସିନେ ପ୍ରଡକ୍ସନର ତୃତୀୟ ଅବଦାନ ‘ଜଗା ହାତରେ ପଘା’

jaga-hatare-pagha-

Advertisment

ଭୁବନେଶ୍ୱର: ପୂଜା ବଜାରରେ ଆଜି ରିଲିଜ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନର ତୃତୀୟ ଅବଦାନ ‘ଜଗା ହାତରେ ପଘା’। କଟକ ବୃନ୍ଦାବନ ସିନେମା ହଲରେ ଫିଲ୍ମର ପ୍ରିମିୟର୍ ହୋଇଛି। ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି। ଚଳଚ୍ଚିତ୍ରରେ ବୁଦ୍ଧାଦିତ୍ୟଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି। ଏଲିନା ଓ ବେଙ୍ଗଲି ବିୟୁଟି ଝିଲିକଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଅନ୍ୟ ପ୍ରମୁଖ ଚରିତ୍ରରେ ଅଛନ୍ତି ଭେଟେରାନ୍ ଆକ୍ଟ୍ରେସ୍ ମହାଶ୍ୱେତା ଓ ଅଜିତ ଦାଶ। ଜବରଦସ୍ତ ଆକ୍ସନ ସାଙ୍ଗକୁ ଫିଲ୍ମରେ ରହିଛି ଦମଦାର ଡାଏଲଗ୍। ଏହାର ଗୀତଗୁଡ଼ିକ ଆଗରୁ ଦର୍ଶକଙ୍କ ମଧ୍ୟରେ ହିଟ୍ ହୋଇସାରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe