Advertisment

ରିଲିଜ ହେଲା ‘ପ୍ରେମ ରତନ୍ ଧନ ପାୟୋ’ର ଆଉ ଏକ ଗୀତ

ମୁମ୍ୱାଇ: ରିଲିଜ୍ ହୋଇଛି ‘ପ୍ରେମ ରତନ୍ ଧନ ପାୟୋ’ର ଆଉ ଏକ ଗୀତ ‘ଜବତୁମ୍ ଚାହୋ’। ଗୀତଟି ଅଭିମାନ ଭରା ହେଇଥିଲେ ମଧ୍ୟ ସଲମାନଙ୍କ ଅନ୍ଦାଜ୍ ଗୀତଟିକୁ ନଟଖଟି କରିଛି। ଗୀତରେ ସୋନମ ଅଭିମାନ କରିଥିବା ବଳେ ସଲମାନ ତାଙ୍କୁ ମନାଉଥିବା ପ୍ରଦର୍ଶୀତ ହୋଇଛି। ଏଥିରେ ସୋନମ ଗାଉଥିବା ଲାଇନକୁ ସଲମାନ ସିରିୟସଲି ନୋଟ୍ କରିବା ଗୀତଟିକୁ କ୍ୟାଚି କରିଛି। ଏହି ଗୀତରେ ଷ୍ଟାଇଲିସ୍ ଡିଭା ସୋନମ କପୁରଙ୍କ ବିୟୁଟିଫୁଲ କଲର କମ୍ୱିନେସନ୍ କସଟ୍ୟୁମ ବେଶ୍ ଇମ୍ପ୍ରେସିଭ୍ […]

author-image
Rakesh Mallick
ଅଦ୍ୟତନ ହୋଇଛି
ରିଲିଜ ହେଲା ‘ପ୍ରେମ ରତନ୍ ଧନ ପାୟୋ’ର ଆଉ ଏକ ଗୀତ

song

ମୁମ୍ୱାଇ: ରିଲିଜ୍ ହୋଇଛି ‘ପ୍ରେମ ରତନ୍ ଧନ ପାୟୋ’ର ଆଉ ଏକ ଗୀତ ‘ଜବତୁମ୍ ଚାହୋ’। ଗୀତଟି ଅଭିମାନ ଭରା ହେଇଥିଲେ ମଧ୍ୟ ସଲମାନଙ୍କ ଅନ୍ଦାଜ୍ ଗୀତଟିକୁ ନଟଖଟି କରିଛି। ଗୀତରେ ସୋନମ ଅଭିମାନ କରିଥିବା ବଳେ ସଲମାନ ତାଙ୍କୁ ମନାଉଥିବା ପ୍ରଦର୍ଶୀତ ହୋଇଛି। ଏଥିରେ ସୋନମ ଗାଉଥିବା ଲାଇନକୁ ସଲମାନ ସିରିୟସଲି ନୋଟ୍ କରିବା ଗୀତଟିକୁ କ୍ୟାଚି କରିଛି। ଏହି ଗୀତରେ ଷ୍ଟାଇଲିସ୍ ଡିଭା ସୋନମ କପୁରଙ୍କ ବିୟୁଟିଫୁଲ କଲର କମ୍ୱିନେସନ୍ କସଟ୍ୟୁମ ବେଶ୍ ଇମ୍ପ୍ରେସିଭ୍ ଲାଗୁଛି।
ସେହିପରି ରୟାଲ ଲୁକରେ ସଲମାନ ବି କିଛି କମ୍ ଲାଗୁ ନାହାଁନ୍ତି। ତେବେ ଏହି ଗୀତଟିରେ ବି ଫ୍ୟାମିଲିକୁ ଆଡ୍ କରାଯାଇଛି। ଗୀତଟିକୁ ମହମ୍ମଦ ଇର୍ଫାନ୍, ଦର୍ଶନ ରାଭାଲ୍ ଏବଂ ପଲକ୍ ମୁଚଲ୍ ଗାଇଥିବା ବେଳେ ମ୍ୟୁଜିକ କଂପୋଜ କରିଛନ୍ତି ହିମେଶ ରେଶମିୟା।

Advertisment