Advertisment

ରିଲିଜ ହେଲା ବଜରଙ୍ଗୀ ଭାଇଜାନର ଟିଜର

ମୁମ୍ୱାଇ: ରିଲିଜ ହୋଇଛି ସଲମନ ଖାଁଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବଜରଙ୍ଗୀ ଭାଇଜାନର ଟିଜର। ଜଣେ ପାକିସ୍ତାନୀ ଝିଅ ଭାରତରେ ହଜିଯାଏ। ଘରକୁ ଯିବାର ବାଟ ବନ୍ଦ ହେବା ପରେ ତାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି ବଜରଙ୍ଗୀ ଭାଇଜାନ୍। ଏମିତି ଏକ ହୃଦୟସ୍ପର୍ଶୀ କଥାବସ୍ତୁ ଉପରେ ଆଧାରିତ ଫିଲ୍ମର କାହାଣୀ। ଏଥିସହିତ ଦର୍ଶକ ପୁଣି ଥରେ ଫିଲ୍ମରେ ଦେଖିବେ ସଲମନ ଓ କରୀନାଙ୍କ ଲଭ୍ କେମେଷ୍ଟ୍ରୀ। ଏଥିରେ ବଜରଙ୍ଗୀ ବାଲୀଙ୍କ ଜଣେ ପକ୍କା ଭକ୍ତଙ୍କ […]

author-image
Rakesh Mallick
ଅଦ୍ୟତନ ହୋଇଛି
ରିଲିଜ ହେଲା ବଜରଙ୍ଗୀ ଭାଇଜାନର ଟିଜର

saman

ମୁମ୍ୱାଇ: ରିଲିଜ ହୋଇଛି ସଲମନ ଖାଁଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବଜରଙ୍ଗୀ ଭାଇଜାନର ଟିଜର। ଜଣେ ପାକିସ୍ତାନୀ ଝିଅ ଭାରତରେ ହଜିଯାଏ। ଘରକୁ ଯିବାର ବାଟ ବନ୍ଦ ହେବା ପରେ ତାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି ବଜରଙ୍ଗୀ ଭାଇଜାନ୍। ଏମିତି ଏକ ହୃଦୟସ୍ପର୍ଶୀ କଥାବସ୍ତୁ ଉପରେ ଆଧାରିତ ଫିଲ୍ମର କାହାଣୀ। ଏଥିସହିତ ଦର୍ଶକ ପୁଣି ଥରେ ଫିଲ୍ମରେ ଦେଖିବେ ସଲମନ ଓ କରୀନାଙ୍କ ଲଭ୍ କେମେଷ୍ଟ୍ରୀ। ଏଥିରେ ବଜରଙ୍ଗୀ ବାଲୀଙ୍କ ଜଣେ ପକ୍କା ଭକ୍ତଙ୍କ ଭୂମିକାରେ ନଜର ଆସିବେ ସଲମନ ଖାଁ। ଫିଲ୍ମର ଟିଜରେ ରହିଛି ଟିପିକାଲ୍ ସଲମନ ଖାଁ ଷ୍ଟାଇଲ୍ ଆକ୍ସନ, ଡାନ୍ସ ଆଉ ଡାଇଲଗର ଧମାଲ୍। ଚଳିତ ବର୍ଷ ଇଦରେ ପରଦାକୁ ଆସିବ କବୀର ଖାଁଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ।

Advertisment