Advertisment

ରିଲିଜ୍ ହେଲା ‘ଚକ୍ ଆଣ୍ଡ ଡଷ୍ଟର୍’ର ଅଫିସିଆଲ୍ ଟ୍ରେଲର୍

ମୁମ୍ୱାଇ: ଅପକମିଙ୍ଗ୍ ବଲିଉଡ୍ ଫିଲ୍ମ ‘ଚକ୍ ଆଣ୍ଡ ଡଷ୍ଟର୍’ର ଅଫିସିଆଲ୍ ଟ୍ରେଲର୍ ରିଲିଜ ହୋଇଛି । ଷ୍ଟୁଡେଣ୍ଟ, ଟିଚର୍ କମ୍ୟୁନିକେସନ ଉପରେ ଆଧାରିତ ହୋଇଛି ଫିଲ୍ମଟି। ସମୟ ସହ ତାଳ ଦେଇ ଏଜୁକେସନ ସିଷ୍ଟମରେ ଆସିଛି ଅନେକ ପରିବର୍ତ୍ତନ। ଧୀରେ ଧୀରେ ଶିକ୍ଷାର ବ୍ୟବସାୟୀକରଣ ଆରମ୍ଭ ହୋଇଯାଇଛି। ହେଲେ ଏହି ସିଷ୍ଟମ୍ ସହ ତାଳ ମିଳାଇ ଚାଲି ପାରୁନାହାନ୍ତି  ଶିକ୍ଷକ ଏବଂ ଛାତ୍ରଛାତ୍ରୀ। ବର୍ତ୍ତମାନ ସମୟରେ ଏଭଳି କିଛି ସମସ୍ୟାକୁ ନେଇ ଆସୁଛି ‘ଚକ୍ ଆଣ୍ଡ ଡଷ୍ଟର୍’। […]

ଅଦ୍ୟତନ ହୋଇଛି
ରିଲିଜ୍ ହେଲା ‘ଚକ୍ ଆଣ୍ଡ ଡଷ୍ଟର୍’ର ଅଫିସିଆଲ୍ ଟ୍ରେଲର୍

chack film

Advertisment

ମୁମ୍ୱାଇ: ଅପକମିଙ୍ଗ୍ ବଲିଉଡ୍ ଫିଲ୍ମ ‘ଚକ୍ ଆଣ୍ଡ ଡଷ୍ଟର୍’ର ଅଫିସିଆଲ୍ ଟ୍ରେଲର୍ ରିଲିଜ ହୋଇଛି । ଷ୍ଟୁଡେଣ୍ଟ, ଟିଚର୍ କମ୍ୟୁନିକେସନ ଉପରେ ଆଧାରିତ ହୋଇଛି ଫିଲ୍ମଟି। ସମୟ ସହ ତାଳ ଦେଇ ଏଜୁକେସନ ସିଷ୍ଟମରେ ଆସିଛି ଅନେକ ପରିବର୍ତ୍ତନ। ଧୀରେ ଧୀରେ ଶିକ୍ଷାର ବ୍ୟବସାୟୀକରଣ ଆରମ୍ଭ ହୋଇଯାଇଛି। ହେଲେ ଏହି ସିଷ୍ଟମ୍ ସହ ତାଳ ମିଳାଇ ଚାଲି ପାରୁନାହାନ୍ତି  ଶିକ୍ଷକ ଏବଂ ଛାତ୍ରଛାତ୍ରୀ।

Advertisment

ବର୍ତ୍ତମାନ ସମୟରେ ଏଭଳି କିଛି ସମସ୍ୟାକୁ ନେଇ ଆସୁଛି ‘ଚକ୍ ଆଣ୍ଡ ଡଷ୍ଟର୍’। ଏହି ଫିଲ୍ମରେ ସବନା ଆଜମୀ ଏବଂ ଜୁହି ଚାୱଲା ମୁଖ୍ୟ ଭୂମିକାରେ ରହିଥିବା ବେଳେ ଦିବ୍ୟା ଦତ୍ତା, ଉପାସନା ସିଂ, ଜରିନ ୱହବ ପ୍ରମୁଖ କଳାକାରମାନେ ରହିଛନ୍ତି। ଏହାସହ ଜ୍ୟାକି ଶ୍ରଫ୍, ରିଷି କପୁର ଏବଂ ରିଚା ଚଢା ସ୍ପେଶାଲ ଆପିୟାରାନ୍ସରେ ନଜର ଆସିବେ। ଜାନୁଆରୀ ୧୫ରେ ପରଦାକୁ ଆସିବ ‘ଚକ୍ ଆଣ୍ଡ ଡଷ୍ଟର୍’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe