Advertisment

ରିଲିଜ୍ ହେଲା ‘ପ୍ରେମ୍ ରତନ ଧନ ପାୟୋ’ର ଟାଇଟେଲ୍ ଟ୍ରାକ୍

ମୁମ୍ୱାଇ: ସଲମାନ ଖାଁଙ୍କ ଅପକମିଂ ଫିଲ୍ମ ‘ପ୍ରେମ୍ ରତନ ଧନ ପାୟୋ’ର ଟାଇଟେଲ୍ ଟ୍ରାକ୍ ରିଲିଜ୍ ହୋଇଛି। ଗୀତରେ ରହିଛି ଟିପିକାଲ୍ ସୁରଜ୍ ବଡଜାତ୍ୟା ଛାପ। ଫିଲ୍ମର ଏହି ଟାଇଟେଲ୍ ଟ୍ରାକରେ ରୟାଲ୍ ଟଚ୍ ଦେଖିବାକୁ ମିଳୁଛି। କଲରଫୁଲ୍ ସେଟ୍, ରୟାଲ କଷ୍ଟ୍ୟୁମ୍ ଆଉ ସଂସ୍କାରୀ ଭାଲ୍ୟୁ ଗୀତରେ ଭରି ରହିଛି। ଏଥିରେ ସଲମନ୍ ଓ ସୋନମଙ୍କ ରୋମାନ୍ସର ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଛି। ତେବେ ଏଥର ବି ଫ୍ୟାମିଲି ଫାଷ୍ଟ, ଥିମ୍ ବେଶ୍ ବାରି ହେଉଛି। […]

author-image
Rakesh Mallick
ଅଦ୍ୟତନ ହୋଇଛି
ରିଲିଜ୍ ହେଲା ‘ପ୍ରେମ୍ ରତନ ଧନ ପାୟୋ’ର ଟାଇଟେଲ୍ ଟ୍ରାକ୍

song

ମୁମ୍ୱାଇ: ସଲମାନ ଖାଁଙ୍କ ଅପକମିଂ ଫିଲ୍ମ ‘ପ୍ରେମ୍ ରତନ ଧନ ପାୟୋ’ର ଟାଇଟେଲ୍ ଟ୍ରାକ୍ ରିଲିଜ୍ ହୋଇଛି। ଗୀତରେ ରହିଛି ଟିପିକାଲ୍ ସୁରଜ୍ ବଡଜାତ୍ୟା ଛାପ। ଫିଲ୍ମର ଏହି ଟାଇଟେଲ୍ ଟ୍ରାକରେ ରୟାଲ୍ ଟଚ୍ ଦେଖିବାକୁ ମିଳୁଛି। କଲରଫୁଲ୍ ସେଟ୍, ରୟାଲ କଷ୍ଟ୍ୟୁମ୍ ଆଉ ସଂସ୍କାରୀ ଭାଲ୍ୟୁ ଗୀତରେ ଭରି ରହିଛି। ଏଥିରେ ସଲମନ୍ ଓ ସୋନମଙ୍କ ରୋମାନ୍ସର ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଛି।

Advertisment

ତେବେ ଏଥର ବି ଫ୍ୟାମିଲି ଫାଷ୍ଟ, ଥିମ୍ ବେଶ୍ ବାରି ହେଉଛି। ଗୀତରେ ସ୍ୱରା ଭାସ୍କର ଓ ନୀଲ ନୀତିନ ମୁକେଶଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଗୀତର ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେସାମିଆଁ ଦେଇଥିବାବେଳେ ଏହାକୁ ଗାଇଛନ୍ତି ପଲକ ମୁଚ୍ଚଲ।