Advertisment

ରିଲିଜ୍ ହେଲା ଅପକମିଂ ଫିଲ୍ମ ‘ଦିଲୱାଲେ’ର ନୂଆ ପ୍ରମୋ

ମୁମ୍ୱାଇ: ଚଳିତବର୍ଷର ମୋଷ୍ଟ ଆୱାଟେଡ୍ ରୋମାଣ୍ଟିକ ଥ୍ରଲର୍ ଫିଲ୍ମ ‘ଦିଲୱାଲେ’ର ଆଉ ଏକ ନୂଆ ପ୍ରମୋ ଆସିଛି। ଯାହାକି ପୂରା ଫିଲ୍ମର କାହାଣୀକୁ ବଦଳାଇ ଦେଇଛି। ମୀରା ଆଉ ରାଜଙ୍କ ଲଭ ଏଭର ଲାଷ୍ଟିଙ୍ଗ ନା ସେଥିରେ ଆଉ କିଛି ରହିଛି ତାହା ହିଁ ପ୍ରମୋରେ ଦେଖିବାକୁ ମିଳିଛି। ପୂର୍ବରୁ ଟ୍ରେଲର ଓ ଗୀତଗୁଡିକରେ କାଜୋଲ-ଶାହାରୁଖଙ୍କ ରୋମାନ୍ସ ରହିଥିବାବେଳେ ଏହି ନୂଆ ପ୍ରମୋ ଦୁହିଁଙ୍କ ରୋମାନ୍ସରେ ଆଣିଛି ଟୁଇଷ୍ଟ। ଗୋଟିଏ ବୁଲେଟ୍ ସେମାନଙ୍କୁ ଅଲଗା କରିଦେଇଛି। ଆଉ […]

ରିଲିଜ୍ ହେଲା ଅପକମିଂ ଫିଲ୍ମ ‘ଦିଲୱାଲେ’ର ନୂଆ ପ୍ରମୋ

film

Advertisment

ମୁମ୍ୱାଇ: ଚଳିତବର୍ଷର ମୋଷ୍ଟ ଆୱାଟେଡ୍ ରୋମାଣ୍ଟିକ ଥ୍ରଲର୍ ଫିଲ୍ମ ‘ଦିଲୱାଲେ’ର ଆଉ ଏକ ନୂଆ ପ୍ରମୋ ଆସିଛି। ଯାହାକି ପୂରା ଫିଲ୍ମର କାହାଣୀକୁ ବଦଳାଇ ଦେଇଛି। ମୀରା ଆଉ ରାଜଙ୍କ ଲଭ ଏଭର ଲାଷ୍ଟିଙ୍ଗ ନା ସେଥିରେ ଆଉ କିଛି ରହିଛି ତାହା ହିଁ ପ୍ରମୋରେ ଦେଖିବାକୁ ମିଳିଛି।

Advertisment

ପୂର୍ବରୁ ଟ୍ରେଲର ଓ ଗୀତଗୁଡିକରେ କାଜୋଲ-ଶାହାରୁଖଙ୍କ ରୋମାନ୍ସ ରହିଥିବାବେଳେ ଏହି ନୂଆ ପ୍ରମୋ ଦୁହିଁଙ୍କ ରୋମାନ୍ସରେ ଆଣିଛି ଟୁଇଷ୍ଟ। ଗୋଟିଏ ବୁଲେଟ୍ ସେମାନଙ୍କୁ ଅଲଗା କରିଦେଇଛି। ଆଉ ବହୁ ବର୍ଷର ଗ୍ୟାପ୍ ପରେ ଉଭୟ ପୁଣି ଏକାଠି ହୋଇଛନ୍ତି।

ତେବେ ପ୍ରମୋର କାର୍ ସିନ୍ ସବୁଠାରୁ ଭଲ ହୋଇଛି। ଉଭୟ ଏଥିରେ ମ୍ୟାଜିକାଲ୍ ଦେଖାଯାଉଛନ୍ତି। ଏଥିରେ ରହିଥିବା ଶାହାରୁଖଙ୍କ ଦମଦାର୍ ଡାଇଲଗ୍ ହାର୍ଟକୁ ଟଚ୍ କରିଛି। ଡିସେମ୍ୱର ୧୮ରେ ‘ଦିଲୱାଲେ’ ପରଦାକୁ ଆସିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe