Advertisment

ରିଲିଜ ହେଲା ‘ୱାଜିର’ର ଟ୍ରେଲର

ମୁମ୍ୱାଇ: ବିଜୋୟ ନାମ୍ୱିଆରଙ୍କ ନିର୍ଦ୍ଦେଶିତ ଏବଂ ବିଦୁ ବିନୋଦ ଚୋପ୍ରାଙ୍କ ପ୍ରଯୋଜିତ ଅପକମିଙ୍ଗ ଇଣ୍ଡିଆନ ଡ୍ରାମା ଫିଲ୍ମ ‘ୱାଜିର’ର ଟ୍ରେଲର ଆସିଛି। ବିଗ ବି ଅମିତାଭ ବଚ୍ଚନ ଏବଂ ଫରହାନ ଅଖତର ଲିଡରେ ରହିଥିବାବେଳେ ଅଦିତି ରାଓ ହାଇଦ୍ରି ରହିଛନ୍ତି ଫିମେଲ ଲିଡରେ। ଫିଲ୍ମ ମେକର ଏବେ ପୂରା ମୁଭିର ଟ୍ରେଲରର ଖୁଲାସା କରିଛନ୍ତି ଯାହାକି ଖୁବ ଇଣ୍ଟ୍ରେଷ୍ଟ କ୍ରିଏଟ କରିଛି ସିନେ ଲଭରଙ୍କ ମନରେ। ପୂରା ଟ୍ରେଲରରେ ବିଜୋୟ ନାମ୍ୱିଆର ଛାପ ରହିଥିବା ଦେଖିବାକୁ ମିଳିଛି।  […]

ଅଦ୍ୟତନ ହୋଇଛି
ରିଲିଜ ହେଲା ‘ୱାଜିର’ର ଟ୍ରେଲର

wazir-postrer

Advertisment

ମୁମ୍ୱାଇ: ବିଜୋୟ ନାମ୍ୱିଆରଙ୍କ ନିର୍ଦ୍ଦେଶିତ ଏବଂ ବିଦୁ ବିନୋଦ ଚୋପ୍ରାଙ୍କ ପ୍ରଯୋଜିତ ଅପକମିଙ୍ଗ ଇଣ୍ଡିଆନ ଡ୍ରାମା ଫିଲ୍ମ ‘ୱାଜିର’ର ଟ୍ରେଲର ଆସିଛି। ବିଗ ବି ଅମିତାଭ ବଚ୍ଚନ ଏବଂ ଫରହାନ ଅଖତର ଲିଡରେ ରହିଥିବାବେଳେ ଅଦିତି ରାଓ ହାଇଦ୍ରି ରହିଛନ୍ତି ଫିମେଲ ଲିଡରେ। ଫିଲ୍ମ ମେକର ଏବେ ପୂରା ମୁଭିର ଟ୍ରେଲରର ଖୁଲାସା କରିଛନ୍ତି ଯାହାକି ଖୁବ ଇଣ୍ଟ୍ରେଷ୍ଟ କ୍ରିଏଟ କରିଛି ସିନେ ଲଭରଙ୍କ ମନରେ। ପୂରା ଟ୍ରେଲରରେ ବିଜୋୟ ନାମ୍ୱିଆର ଛାପ ରହିଥିବା ଦେଖିବାକୁ ମିଳିଛି।  ନୀଲ ନିତିନ ମୁକେଶ ସାଇକୋପାଥିକ ଭିଲେନ ବନିଥିବାବେଳେ ଜନ ଆବ୍ରାହମ କି-କାମିଓ ରୋଲରେ ନଜର ଆସିବେ। ଚେସ୍ ଖେଳ ଏକ ଭାଇଟାଲ ପଏଣ୍ଟ ଭାବେ ଟ୍ରେଲରରେ ଦର୍ଶାଯାଇଛି। ଜାନୁୟାରୀ ୮ରେ ଫିଲ୍ମଟି ପରଦାକୁ ଆସିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe