/odisha-reporter/media/post_attachments/uploads/2015/11/tamasha-.jpg)
-tamasha-
ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଛି ଇମତାଜ ଅଲ୍ଲୀ ନିଦ୍ଦେର୍ଶିତ ରୋମାଣ୍ଟିକ କମେଡି ଫିଲ୍ମ ‘ତମାଶା’। ଫିଲ୍ମରେ ଦୀପିକା ଏବଂ ରଣବୀରଙ୍କ କେମିଷ୍ଟ୍ରି ରହିଛି। ‘ୟୈ ଜୱାନୀ ହୈ ଦିୱାନୀ’ ପରେ ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ ଏହି ଯୋଡ଼ିକୁ। ଫିଲ୍ମରେ ରହିଛି ଲଭ୍, ରୋମାନସ ଓ କମେଡିର ଭରପୁର ମସାଲା। ଫିଲ୍ମରେ ଏଆର୍ ରେହମାନ୍ ମ୍ୟୁଜିକ୍ କମ୍ପୋଜ କରିଥିବା ବେଳେ ଗୀତ ଗୁଡ଼ିକୁ ରଚନା କରିଛନ୍ତି ଇରସାଦ୍ କାମଲି। ଫିଲ୍ମର ରିଲିଜ୍ ପୂର୍ବରୁ ମଟରଗସ୍ତି ଗୀତ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଫିଲ୍ମଟିର ସୁଟିଂ ଫ୍ରାନ୍ସ, କୋଲକାତା, ଗୁରୁଗାଓଁ, ସିମଲା ଏବଂ ମମ୍ୱାଇରେ କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
