Advertisment

ଜୀବନ ଯୁଦ୍ଧରେ ହାରିଗଲେ ଜୁନିଅର ମହମୁଦ

ଜୀବନ ଯୁଦ୍ଧରେ ହାରିଗଲେ ଜୁନିଅର ମହମୁଦ। କ୍ୟାନସର ସହ ଦୀର୍ଘ ଦିନର ସଂଘର୍ଷରେ ଶେଷରେ ଆଖି ବୁଜିଛନ୍ତି ଏହି ଭେଟେରାନ ଅଭିନେତା।

author-image
Manoj Swain

ଜୀବନ ଯୁଦ୍ଧରେ ହାରିଗଲେ ଜୁନିଅର ମହମୁଦ। କ୍ୟାନସର ସହ ଦୀର୍ଘ ଦିନର ସଂଘର୍ଷରେ ଶେଷରେ ଆଖି ବୁଜିଛନ୍ତି ଏହି ଭେଟେରାନ ଅଭିନେତା। ଗତକାଲି ରାତିରେ ମହମୁଦ ଆଖି ବୁଜିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ବଲିଉଡ଼ରେ ଶୋକର ଛାୟା ଖେଳି ଯାଇଛି।

Advertisment
Bollywood Junior Mehmood