ରାଗିଗଲେ ଋଷି କପୁର, ଦେଖନ୍ତୁ ଭିଡିଓ

ମୁମ୍ୱାଇ: ଭେଟେରାନ୍ ଆକ୍ଟର ଋଷି କପୁରଙ୍କର ଏକ ଭିଡିଓ ସୋଶାଲ୍ ମିଡିଆରେ ଦ୍ରୁତ ବେଗରେ ଭାଇରାଲ୍‌ ହେଉଛି। ଏଥିରେ ସେ ମିଡିଆ ଉପରେ ଖୁବ୍‌ ରାଗି ଯାଇଛନ୍ତି ଓ ଖୁବ୍‌ ଜୋର୍‌ରେ ପାଟି କରି ଫଟୋଗ୍ରାଫର୍‌ଙ୍କୁ ଶାନ୍ତ ରହିବା ପାଇଁ କହୁଛନ୍ତି। ଋଷି କହୁଛନ୍ତି, “ପାଟି କରନ୍ତୁ ନାହିଁ। ଆପଣମାନେ ଚୁପ୍‌ ରୁହନ୍ତୁ। ମୁଁ ସବୁବେଳେ ଆପଣମାନଙ୍କୁ ପାଟି କରୁଥିବା ଦେଖୁଛି। ଆମମାନଙ୍କୁ ନିଜର ସମ୍ମାନ ବାଜୟ ରଖିବାର ଅଛି। ଏପରି ନହେଉ କି ଲୋକମାନେ କହିବେ, […]

r2

r2

Puspanjali Panda
  • Published: Sunday, 27 October 2019
  • Updated: 27 October 2019, 02:01 PM IST

ମୁମ୍ୱାଇ: ଭେଟେରାନ୍ ଆକ୍ଟର ଋଷି କପୁରଙ୍କର ଏକ ଭିଡିଓ ସୋଶାଲ୍ ମିଡିଆରେ ଦ୍ରୁତ ବେଗରେ ଭାଇରାଲ୍‌ ହେଉଛି। ଏଥିରେ ସେ ମିଡିଆ ଉପରେ ଖୁବ୍‌ ରାଗି ଯାଇଛନ୍ତି ଓ ଖୁବ୍‌ ଜୋର୍‌ରେ ପାଟି କରି ଫଟୋଗ୍ରାଫର୍‌ଙ୍କୁ ଶାନ୍ତ ରହିବା ପାଇଁ କହୁଛନ୍ତି।

ଋଷି କହୁଛନ୍ତି, “ପାଟି କରନ୍ତୁ ନାହିଁ। ଆପଣମାନେ ଚୁପ୍‌ ରୁହନ୍ତୁ। ମୁଁ ସବୁବେଳେ ଆପଣମାନଙ୍କୁ ପାଟି କରୁଥିବା ଦେଖୁଛି। ଆମମାନଙ୍କୁ ନିଜର ସମ୍ମାନ ବାଜୟ ରଖିବାର ଅଛି। ଏପରି ନହେଉ କି ଲୋକମାନେ କହିବେ, ଫିଲ୍ମ ଅଭିନେତାମାନେ ବହୁତ ଧମାଲ୍‌ କରୁଛନ୍ତି। ମୁଁ ଇଣ୍ଡଷ୍ଟ୍ରୀର ସିନିୟର୍‌ ମେମ୍ୱର। ତେଣୁ ମୋ କଥା ଆପଣାମାନେ ମାନିବା ଉଚିତ୍।”

https://www.instagram.com/tv/B4GSc0dnVXw/?utm_source=ig_web_copy_link

ଭିଡିଓରେ ଦେଖିବାକୁ ମିଳିଛି ଯେ ଋଷିଙ୍କ ରାଗ ଦେଖି ବ୍ୟାଣ୍ଡବାଲା ବି ଡରି ଯାଇଛନ୍ତି। ଡରି ଯାଇ ସେମାନେ ବାଜା ବଜାଇବେ ନା ନାହିଁ ବୋଲି ତାଙ୍କୁ ପଚାରିଛନ୍ତି। ଏହାର ଜବାବରେ ଋଷି କହିଛନ୍ତି, “ହଁ ନିଶ୍ଚିତ ବଜାନ୍ତୁ଼। ଏହା ଆପଣଙ୍କର ବ୍ୟବସାୟ। ମୁଁ କେବଳ ମିଡିଆବାଲାଙ୍କୁ କହୁଛି। ଏମାନେ ଆମ ବିନା ବଞ୍ଚି ପାରିବେ ନାହିଁ କି ଆମେ ବି ତାଙ୍କ ବିନା ବଞ୍ଚି ପାରିବୁ ନାହିଁ।”

ସୂଚନାଯୋଗ୍ୟ, ଋଷି କପୁର ନିକଟରେ ଆମେରିକାରୁ ଫେରିଛନ୍ତି। କ୍ୟାନସରରେ ପୀଡ଼ିତ ହେବା ପରେ ସେ ପ୍ରାୟ ବର୍ଷେ ନ୍ୟୁୟର୍କରେ ରହି ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ସେ ମୁମ୍ୱାଇ ଫେରି ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story