/odisha-reporter/media/post_attachments/uploads/2016/09/rock-on_.jpg)
rock-on_
ମୁମ୍ବାଇ: ଆଗାମୀ ଫିଲ୍ମ ‘ରକ୍ ଅନ୍ 2’ର ଟିଜର ଆଜି ରିଲିଜ ହୋଇଛି। ଫରହାନ ଅଖତର ଓ ଶ୍ରଦ୍ଧା କପୁର ଆଜି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଟିଜରର ଆରମ୍ଭରେ ଫରହାନଙ୍କୁ ଏକ ଡଙ୍ଗାରେ ଦେଖିବାକୁ ମିଳିବ। ଏହା ସହ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଦମଦାର ରୋଲରେ ଦେଖିବାକୁ ମିଳିବ।
Advertisment
‘ରକ୍ ଅନ 2’ରେ ଫରଆନଙ୍କ ସହ ପ୍ରାଚୀ ଦେଶାଇ, ଅର୍ଜୁନ ରାମପାଲ ଓ ପୁରବ କୋହଲି ମଧ୍ୟ ନଜର ଆସିବେ।
କିଛି ଦିନ ପୂର୍ବରୁ ‘ରକ୍ ଅନ୍ 2’ର ପୋଷ୍ଟର ରିଲିଜ୍ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
