ଅଦ୍ୟତନ ହୋଇଛି
shradhha
Advertisment
ମୁମ୍ବାଇ: ଆକ୍ଟିଂ, ଡ୍ୟାନ୍ସ ମାଧ୍ୟମରେ ଦର୍ଶକଙ୍କୁ ଆକୃଷ୍ଟ କରିଥିବା ଶ୍ରଦ୍ଧା ଗୀତ ବି ଖୁବ୍ ଭଲ ବୋଲି ପାରନ୍ତି। ଏହାର ପ୍ରମାଣ ଆଗକୁ ଆସୁଥିବା ତାଙ୍କ ଫିଲ୍ମ ‘ରକ୍ ଅନ୍୨’ରେ କରିଛନ୍ତି। ଫିଲ୍ମର ପ୍ରଥମ ଗୀତ ‘ଜାଗୋ’ ରିଲିଜର କିଛିଦିନ ଭିତରେ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। ଏବେ ଫିଲ୍ମର ଦ୍ୱିତୀୟ ଗୀତ ‘ତେରେ ମେରେ ଦିଲ’ ରିଲିଜ ହୋଇଛି। ଏହି ଗୀତରେ ଶ୍ରଦ୍ଧା ନିଜ କଣ୍ଠର ଯାଦୁ ଦେଖାଇଛନ୍ତି। ଟ୍ୱିଟର ମାଧ୍ୟମରେ ଶ୍ରଦ୍ଧା ଏହି ଗୀତ ସେୟାର କରିଛନ୍ତି। ଫିଲ୍ମରେ ଏହି ଗୀତକୁ ସେ ନିଜେ ଗାଉଥିବାର ନଜର ଆସିବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/09/shradhha_sm_fb_650_092916031005.jpg)