/odisha-reporter/media/post_attachments/uploads/2016/03/rockyhandsome.jpg)
rockyhandsome
ମୁମ୍ୱାଇ: ଜନ୍ ଆବ୍ରାହମଙ୍କ ଆଗାମୀ ଫିଲ୍ମ ‘ରକି ହ୍ୟାଣ୍ଡସମ୍’ର ଟ୍ରେଲର୍ ରିଲିଜ୍ ହୋଇଛି। ସିକ୍ସ ପ୍ୟାକ୍ ବଡି, ଆକ୍ସନ୍ ଓ ରୋମାଞ୍ଚ ନେଇ ପୁଣି ଥରେ ବଡ଼ ପରଦାରେ ଧମାଲ୍ କରିବେ ଜନ୍। ଟ୍ରେଲର୍ରେ ଆକ୍ସନ୍, ଇମୋଶନ୍ ଓ ରୋମାନ୍ସ ଭରପୂର ହୋଇ ରହିଛି।
Advertisment
ଫିଲ୍ମର କାହାଣୀ ‘ରକି’ ନାମକ ଜଣେ ବ୍ୟକ୍ତି ଉପରେ ପର୍ଯ୍ୟବସିତ। ଜନ୍ଙ୍କୁ ‘ରକି’ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମରେ ସୃତି ହାସନଙ୍କ ସହ ରୋମାନ୍ସ କରିବେ ଜନ୍। ନିଶିକାନ୍ତ କାମତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ମାର୍ଚ୍ଚ ୨୫ ତାରିଖରେ ରିଲିଜ୍ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
