Advertisment

‘ରକି ହ୍ୟାଣ୍ଡସମ୍’ର ଟ୍ରେଲର ରିଲିଜ୍

ମୁମ୍ୱାଇ: ଜନ୍ ଆବ୍ରାହମଙ୍କ ଆଗାମୀ ଫିଲ୍ମ ‘ରକି ହ୍ୟାଣ୍ଡସମ୍’ର ଟ୍ରେଲର୍ ରିଲିଜ୍ ହୋଇଛି। ସିକ୍ସ ପ୍ୟାକ୍ ବଡି, ଆକ୍ସନ୍ ଓ ରୋମାଞ୍ଚ ନେଇ ପୁଣି ଥରେ ବଡ଼ ପରଦାରେ ଧମାଲ୍ କରିବେ ଜନ୍। ଟ୍ରେଲର୍‌ରେ ଆକ୍ସନ୍, ଇମୋଶନ୍ ଓ ରୋମାନ୍ସ ଭରପୂର ହୋଇ ରହିଛି। ଫିଲ୍ମର କାହାଣୀ ‘ରକି’ ନାମକ ଜଣେ ବ୍ୟକ୍ତି ଉପରେ ପର୍ଯ୍ୟବସିତ।  ଜନ୍‌ଙ୍କୁ ‘ରକି’ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମରେ ସୃତି ହାସନଙ୍କ ସହ ରୋମାନ୍ସ କରିବେ ଜନ୍। ନିଶିକାନ୍ତ କାମତଙ୍କ […]

‘ରକି ହ୍ୟାଣ୍ଡସମ୍’ର ଟ୍ରେଲର ରିଲିଜ୍

rockyhandsome

Advertisment

ମୁମ୍ୱାଇ: ଜନ୍ ଆବ୍ରାହମଙ୍କ ଆଗାମୀ ଫିଲ୍ମ ‘ରକି ହ୍ୟାଣ୍ଡସମ୍’ର ଟ୍ରେଲର୍ ରିଲିଜ୍ ହୋଇଛି। ସିକ୍ସ ପ୍ୟାକ୍ ବଡି, ଆକ୍ସନ୍ ଓ ରୋମାଞ୍ଚ ନେଇ ପୁଣି ଥରେ ବଡ଼ ପରଦାରେ ଧମାଲ୍ କରିବେ ଜନ୍। ଟ୍ରେଲର୍‌ରେ ଆକ୍ସନ୍, ଇମୋଶନ୍ ଓ ରୋମାନ୍ସ ଭରପୂର ହୋଇ ରହିଛି।

Advertisment

ଫିଲ୍ମର କାହାଣୀ ‘ରକି’ ନାମକ ଜଣେ ବ୍ୟକ୍ତି ଉପରେ ପର୍ଯ୍ୟବସିତ।  ଜନ୍‌ଙ୍କୁ ‘ରକି’ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମରେ ସୃତି ହାସନଙ୍କ ସହ ରୋମାନ୍ସ କରିବେ ଜନ୍। ନିଶିକାନ୍ତ କାମତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ମାର୍ଚ୍ଚ ୨୫ ତାରିଖରେ ରିଲିଜ୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe