ବିରାଟ ଅନୁଷ୍କାଙ୍କ ରୋମାଣ୍ଟିକ୍‌ ଭିଡ଼ିଓ ଭାଇରାଲ୍‌

ମୁମ୍ୱାଇ: ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳୁଛନ୍ତି। ସେପଟେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଫିଲ୍ନ ସୁଟିଂରେ ବ୍ୟସ୍ତ ଅଛନ୍ତି। ତେଣୁ ଗତ କିଛି ଦିନ ହେବ ଏହି ପାୱାର କପଲ୍‌ଙ୍କୁ ଏକାଠି ଦେଖିବାକୁ ମିଳିନି। ବିଶ୍ୱକପ୍‌କୁ ଆଉ ଅଳ୍ପ କିଛି ଦିନ ରହିଯାଇଥିବା ବେଳେ ବିରାଟ ଏବେଠୁ ଟିମ୍‌ ସହ ପ୍ରାକ୍ଟିସ୍‌ରେ ବ୍ୟସ୍ତ ଅଛନ୍ତି। ଦିନିକିଆ ପରେ ବିରାଟ ବିଶ୍ୱକପ୍‌ ପାଇଁ ଇଂଲଣ୍ଡ ବାହାରିଯିବେ। ଆଉ ଏହି ସମୟରେ ବିଶ୍ୱକପ୍‌ ପୂର୍ବରୁ ବିରାଟ ଏବଂ […]

maxresdefault-(1)

maxresdefault-(1)

Biswobandita Swain
  • Published: Thursday, 14 March 2019
  • Updated: 14 March 2019, 12:54 PM IST

ମୁମ୍ୱାଇ: ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ମ୍ୟାଚ୍‌ ଖେଳୁଛନ୍ତି। ସେପଟେ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଫିଲ୍ନ ସୁଟିଂରେ ବ୍ୟସ୍ତ ଅଛନ୍ତି। ତେଣୁ ଗତ କିଛି ଦିନ ହେବ ଏହି ପାୱାର କପଲ୍‌ଙ୍କୁ ଏକାଠି ଦେଖିବାକୁ ମିଳିନି।

ବିଶ୍ୱକପ୍‌କୁ ଆଉ ଅଳ୍ପ କିଛି ଦିନ ରହିଯାଇଥିବା ବେଳେ ବିରାଟ ଏବେଠୁ ଟିମ୍‌ ସହ ପ୍ରାକ୍ଟିସ୍‌ରେ ବ୍ୟସ୍ତ ଅଛନ୍ତି। ଦିନିକିଆ ପରେ ବିରାଟ ବିଶ୍ୱକପ୍‌ ପାଇଁ ଇଂଲଣ୍ଡ ବାହାରିଯିବେ। ଆଉ ଏହି ସମୟରେ ବିଶ୍ୱକପ୍‌ ପୂର୍ବରୁ ବିରାଟ ଏବଂ ଅନୁଷ୍କାଙ୍କର ଏକ ଭିଡ଼ିଓ ଭାଇରାଲ୍‌ ହେଉଛି।  

ଭିଡ଼ିଓରେ ଅନୁଷ୍କାଙ୍କୁ ବୋଟ୍‌ ଚଲାଉଥିବାର ଦେଖିବାକୁ ମିଳୁଛି। ପାଖରେ ବିରାଟ ବସିଛନ୍ତି। ଦୁହିଁଙ୍କୁ ଏକଦମ୍‌ ଖୁସି ମୁଡ୍‌ରେ ଦେଖିବାକୁ ମିଳୁଛି। ଅନୁଷ୍କା ବୋଟିଂ କରିସାରିବା ପରେ ବିରାଟଙ୍କ ଗାଲକୁ ଚିପି ଖୁସି ଜାହିର କରିବାର ଦେଖିବାକୁ ମିଳୁଛି। ଉଭୟ ନ୍ୟୁଜିଲାଣ୍ଡରେ ଛୁଟି କାଟୁଥିବା ବେଳେ ଏହି ଭିଡିଓ ସୁଟିଂ ହୋଇଥିବା ଜଣାଯାଇଛି।  

ଅନୁଷ୍କା ଶର୍ମା ନିଜ ବ୍ୟକ୍ତିଗତ ଜୀବନକୁ ମିଡିଆରୁ ଦୁରେଇ ରଖିବାକୁ ପସନ୍ଦ କରନ୍ତି। ସେଥିପାଇଁ ସେ  ଇଟ୍‌ଲି ଯାଇ ବିବାହ କରିଥିଲେ। ତଥାପି ବିରୁଷ୍କାଙ୍କର କିଛିଟା ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଯାଏ। ଯାହାକୁ ଦେଖି ବିରୁଷ୍କାଙ୍କ ପ୍ରଶଂସକମାନେ ଖୁସି ହୁଅନ୍ତି।

ଜଣାଇ ଦେଉଛୁ ଯେ, ବିରାଟ-ଅନୁଷ୍କା ଇଟ୍‌ଲିରେ ବିବାହ କରିଥିଲେ। ଏକ ସାକ୍ଷାତକାରରେ ସେମାନେ କହିଥିଲେ ଯେ, ଆମ ବିବାହକୁ ମିଡିଆଠାରୁ ଦୂରେଇ ରଖିବାକୁ ବହୁ ପୂର୍ବରୁ ନିଷ୍ପତ୍ତି ନେଇଥିଲୁ। ବିବାହରେ ମାତ୍ର ୪୨ ଜଣ ଅତିଥି ସାମିଲ୍‌ ହୋଇଥିଲେ। କିଛି ସ୍ଥାନରେ ଲୋକଙ୍କଠାରୁ ଆମେ ଦୁହେଁ ନିଜ ନାଁ ମଧ୍ୟ ଲୁଚାଇ ରଖୁଥିଲୁ।

https://www.instagram.com/p/Bu6t3A1nO4i/?utm_source=ig_web_button_share_sheet

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story