‘ରୁଦ୍ରମାଦେବୀ’ରେ ୱାରିଅର କୁଇନଙ୍କ କାହାଣୀ

ମୁମ୍ବାଇ: ଭାରତୀୟ ସିନେମାରେ ପୁଣି ଦେଖିବାକୁ ମିଳିବ ଆଉ ଜଣେ ଯୋଦ୍ଧାରାଣୀଙ୍କ କାହାଣୀ। ପୁଣି ଦେଖିବାକୁ ମିଳିବ ସାଉଥ ଷ୍ଟାରଙ୍କ ୱାର, ଲଭ୍ ଓ ରାଜ୍ୟ ଭକ୍ତିର ଝଲକ୍। ମଙ୍ଗଳବାର ଫାଷ୍ଟ ଓ ବିଗେଷ୍ଟ ହିଷ୍ଟ୍ରୋରିକାଲ ଥ୍ରୀଡି ମୁଭି ‘ରୁଦ୍ରମାଦେବୀ’ର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଛି। ଗୁନାଶେଖରଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଲିଡ ରୋଲରେ ଅନୁଷ୍କା ସେଟ୍ଟୀ ଅଛନ୍ତି । ତାଙ୍କ ବିପକ୍ଷରେ ଅଛନ୍ତି ସାଉଥ୍ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ। ଏହାସହ ଏହି ଚଳଚିତ୍ରରେ […]

maxresdefault

maxresdefault

Rakesh Mallick
  • Published: Tuesday, 06 October 2015
  • Updated: 06 October 2015, 11:17 AM IST

Sports

Latest News

[embed]https://www.youtube.com/watch?v=X4h6vcngq0c[/embed]

ମୁମ୍ବାଇ: ଭାରତୀୟ ସିନେମାରେ ପୁଣି ଦେଖିବାକୁ ମିଳିବ ଆଉ ଜଣେ ଯୋଦ୍ଧାରାଣୀଙ୍କ କାହାଣୀ। ପୁଣି ଦେଖିବାକୁ ମିଳିବ ସାଉଥ ଷ୍ଟାରଙ୍କ ୱାର, ଲଭ୍ ଓ ରାଜ୍ୟ ଭକ୍ତିର ଝଲକ୍। ମଙ୍ଗଳବାର ଫାଷ୍ଟ ଓ ବିଗେଷ୍ଟ ହିଷ୍ଟ୍ରୋରିକାଲ ଥ୍ରୀଡି ମୁଭି ‘ରୁଦ୍ରମାଦେବୀ’ର ଟ୍ରେଲର ମଙ୍ଗଳବାର ରିଲିଜ୍ ହୋଇଛି। ଗୁନାଶେଖରଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଲିଡ ରୋଲରେ ଅନୁଷ୍କା ସେଟ୍ଟୀ ଅଛନ୍ତି । ତାଙ୍କ ବିପକ୍ଷରେ ଅଛନ୍ତି ସାଉଥ୍ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ। ଏହାସହ ଏହି ଚଳଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ପ୍ରକାଶ ରାଜ, ରାନା ଡୁଗୁବତୀ ଓ ବାବା ସାଇଗଲଙ୍କୁ ଦେଖିବାକୁ ମିଳିବ। ଅକ୍ଟୋବର ୯ରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର ‘ରୁଦ୍ରମାଦେବୀ’ । ତେର ଦଶକର ୱାରିଅର କୁଇନ୍ ‘ରୁଦ୍ରମାଦେବୀ’ଙ୍କ ଜୀବନକୁ ନେଇ ନିର୍ମିତ ହୋଇଥିବା ଏହି ଅପକମିଂ ତେଲଗୁ, ତାମିଲ ଫିଲ୍ମର ଟ୍ରେଲର ଆସୁ ଆସୁ ବକ୍ସ ଅଫିସରେ କ୍ରିଏଟ କରିଛି ସେନସେସନ। ଫିଲ୍ମଟିର ସାଉଣ୍ଡ ଟ୍ରାକ ଏବଂ ବ୍ୟାକଗ୍ରାଉଣ୍ଡ ସାଜସଜ୍ଜା କ୍ରିଏଟିଭିଟି ନିର୍ଦ୍ଦେଶକ ଇଲିୟା ରାଜା କରିଥିବାବେଳେ ଗ୍ରାଫିକ୍ସର ଫାଇନେଷ୍ଟ କାମ ରହିଛି ଏହି ମୁଭିରେ। ‘ବାହୁବଳି’ ପରେ ‘ରୁଦ୍ରମାଦେବୀ’ ସର୍ବାଧିକ ଗ୍ରସିଂ ମୁଭି ହେବ ବୋଲି ପୁରା କ୍ରିଉ ମେମ୍ୱର ଆଶାବାଦୀ ଅଛନ୍ତି। ଏହି ମୁଭିଟି ତାମିଲ, ତେଲୁଗୁ ସହ କନ୍ନଡ, ହିନ୍ଦୀ ଓ ମାଲାୟାଲାମରେ ଭାଷରେ ଡବିଂ ହୋଇଛି। ଅକ୍ଟୋବର ୯ରେ ପରଦାକୁ ଆସିବ ‘ରୁଦ୍ରମାଦେବୀ’ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story