ରୂପେଶ ବାନେ ମାରି ନେଲେ ବାଜି

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର୍‌ ତଥା ନିର୍ଦ୍ଦେଶକ ରେମୋ ଡି’ସୌଜାଙ୍କ ଡ୍ୟାନ୍ସ ରିଆଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍‌ ୫’ ଶେଷ ହୋଇଯାଇଛି। ଆଉ ଏହି ସିଜିନ୍‌ର ବିଜେତା ହୋଇଛନ୍ତି ରୂପେଶ ବାନେ। ରୂପେଶ ମାଷ୍ଟର ଧର୍ମେଶଙ୍କ ଟିମ୍‌ରେ ଥିଲେ। ଫିନାଲେ ରେସ୍‌ରେ ରୂପେଶଙ୍କୁ ଟକ୍କର ଦେଇଥିଲେ ଜନମ ଡ୍ୟାନ୍ସ ଗ୍ରୁପ୍, ସଞ୍ଚିତା-ସୁବ୍ରତ ଓ ଦୀପିକା। ତେବେ ଏ ସମସ୍ତଙ୍କୁ ମାତ୍‌ ଦେଇ ରୂପେଶ୍ ବିଜେତା ହୋଇଛନ୍ତି। ଜମନ ଡ୍ୟାନ୍ସଗ୍ରୁପ୍‌ ଶୋ’ର ରନର୍‌ ଅପ୍‌ ହୋଇଛନ୍ତି। https://www.instagram.com/tv/B84PAcdl42N/?utm_source=ig_web_copy_link https://www.instagram.com/p/B81DdggIn4Z/?utm_source=ig_web_copy_link […]

rupesh

rupesh

Chinmayee Roy
  • Published: Sunday, 23 February 2020
  • Updated: 23 February 2020, 01:41 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର୍‌ ତଥା ନିର୍ଦ୍ଦେଶକ ରେମୋ ଡି’ସୌଜାଙ୍କ ଡ୍ୟାନ୍ସ ରିଆଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍‌ ୫’ ଶେଷ ହୋଇଯାଇଛି। ଆଉ ଏହି ସିଜିନ୍‌ର ବିଜେତା ହୋଇଛନ୍ତି ରୂପେଶ ବାନେ।

ରୂପେଶ ମାଷ୍ଟର ଧର୍ମେଶଙ୍କ ଟିମ୍‌ରେ ଥିଲେ। ଫିନାଲେ ରେସ୍‌ରେ ରୂପେଶଙ୍କୁ ଟକ୍କର ଦେଇଥିଲେ ଜନମ ଡ୍ୟାନ୍ସ ଗ୍ରୁପ୍, ସଞ୍ଚିତା-ସୁବ୍ରତ ଓ ଦୀପିକା। ତେବେ ଏ ସମସ୍ତଙ୍କୁ ମାତ୍‌ ଦେଇ ରୂପେଶ୍ ବିଜେତା ହୋଇଛନ୍ତି। ଜମନ ଡ୍ୟାନ୍ସଗ୍ରୁପ୍‌ ଶୋ’ର ରନର୍‌ ଅପ୍‌ ହୋଇଛନ୍ତି।

https://www.instagram.com/tv/B84PAcdl42N/?utm_source=ig_web_copy_link

https://www.instagram.com/p/B81DdggIn4Z/?utm_source=ig_web_copy_link

ଶୋ’ର ଜଜ୍‌ ରେମୋ ହିଁ ବିଜେତାଙ୍କ ନାଁ ଘୋଷଣା କରିଥିଲେ। ଏହାପରେ ଶୋ’କୁ ଆସିଥିବା ଅତିଥି ମିଥୁନ ଚକ୍ରବର୍ତ୍ତୀ ଓ ଧର୍ମେନ୍ଦ୍ର ରୂପେଶଙ୍କୁ ଟ୍ରଫି ସହ ୧୫ ଲକ୍ଷ ଟଙ୍କର ପୁରସ୍କାର ରାଶି ପ୍ରଦାନ କରିଥିଲେ।

ରୂପେଶ ବିଜୟୀ ହେବା ପରେ ଭାବବିହ୍ୱଳ ହୋଇପଡ଼ିଥିଲେ। ତାଙ୍କ ଭାଇ ବି ଭାବହିହ୍ୱଳ ହୋଇପଡ଼ିଥିଲେ। ତାଙ୍କ ମେଣ୍ଟର ଧର୍ମେଶ୍‌ ବହୁତ ଖୁସି ହୋଇଥିଲେ। ସେ ସୋଶାଲ୍‌ ମିଡିଆରେ ଏକ ପୋଷ୍ଟ କରି ନିଜର ଖୁସି ପ୍ରକାଶ କରିଛନ୍ତି।

https://www.instagram.com/p/B84ii_pJZhE/?utm_source=ig_web_copy_link

ଶୋ’ର ଗ୍ରାଣ୍ଡ ଫିନାଲେରେ ବଲିଉଡ୍‌ର ବଡ଼ ବଡ଼ ସେଲେବ୍ରିଟି ଯୋଗ ଦେଇଥିଲେ। ଧର୍ମେନ୍ଦ୍ର ଓ ମିଥୁନ ଚକ୍ରବର୍ତ୍ତୀଙ୍କ ବ୍ୟତୀତ ଗାୟକ ଗୁରୁ ରନ୍ଧାୱା, ଟାଇଗର ଶ୍ରଫ୍ ଓ ଶ୍ରଦ୍ଧା କପରୁ ମଧ୍ୟ ସାମିଲ୍ ହୋଇଥିଲେ। ଏସବୁ ଷ୍ଟାରମାନେ ପ୍ରତିଯୋଗୀମାନଙ୍କ ଉତ୍ସାହ ବଢ଼ାଇବା ସହ ଢେର୍‌ ମସ୍ତି ବି କରିଥିଲେ।

https://www.instagram.com/p/B84itaNpAJN/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story