ସଫଳତାକୁ ମୁଁ ବିଶ୍ୱାସ କରେନି: ନର୍ଗିସ୍‌ ଫକ୍ରି

nargis-fakhri-wallpaper-6ନୂଆଦିଲ୍ଲୀ: ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ୍‌ ବେଚଲର୍‌ ରଣବୀର କାପୁରଙ୍କ ବିପକ୍ଷରେ “ରକ୍‌ଷ୍ଟାର” ଚଳଚ୍ଚିତ୍ରରେ ନାୟିକ ସାଜିଥିବା ସେକ୍ସି ନରର୍ଗିସ୍‌ ଫକ୍ରି ନିଜକୁ ଜଣେ ସଫଳ ମହିଳା ବୋଲି ବିଶ୍ୱାସ କରୁ ନାହାନ୍ତି।

ଫିଲ୍ମଫେୟାରକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, “ମୁଁ ସଫଳତା ପାଇଛି ବୋଲି ବିଶ୍ୱାସ କରୁନି, କାରଣ ମୁଁ ଖୁସି ନାହିଁ। ମୁଁ ମୋର ପରିବାର ଓ ସାଙ୍ଗ ସାଥୀଙ୍କୁ ସେତିକି ସମୟ ଦେଇ ପାରୁନାହିଁ, ଯାହା ମୁଁ ଚାହୁଁଛି। ଯେବେ ମୁଁ ସେମାନଙ୍କୁ ଦେଖା କରିପାରିବି ଓ ମୋ କାମ ଠିକ୍ ଭାବେ କରି ପରିବି ସେତେବେଳେ ମୁଁ ସଫଳତା ପାଇଥିବା ମନେ କରିବି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।