Advertisment

ସଫଳତାକୁ ମୁଁ ବିଶ୍ୱାସ କରେନି: ନର୍ଗିସ୍‌ ଫକ୍ରି

ନୂଆଦିଲ୍ଲୀ: ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ୍‌ ବେଚଲର୍‌ ରଣବୀର କାପୁରଙ୍କ ବିପକ୍ଷରେ “ରକ୍‌ଷ୍ଟାର” ଚଳଚ୍ଚିତ୍ରରେ ନାୟିକ ସାଜିଥିବା ସେକ୍ସି ନରର୍ଗିସ୍‌ ଫକ୍ରି ନିଜକୁ ଜଣେ ସଫଳ ମହିଳା ବୋଲି ବିଶ୍ୱାସ କରୁ ନାହାନ୍ତି। ଫିଲ୍ମଫେୟାରକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, “ମୁଁ ସଫଳତା ପାଇଛି ବୋଲି ବିଶ୍ୱାସ କରୁନି, କାରଣ ମୁଁ ଖୁସି ନାହିଁ। ମୁଁ ମୋର ପରିବାର ଓ ସାଙ୍ଗ ସାଥୀଙ୍କୁ ସେତିକି ସମୟ ଦେଇ ପାରୁନାହିଁ, ଯାହା ମୁଁ ଚାହୁଁଛି। ଯେବେ ମୁଁ […]

ସଫଳତାକୁ ମୁଁ ବିଶ୍ୱାସ କରେନି: ନର୍ଗିସ୍‌ ଫକ୍ରି

nargis-f

Advertisment

nargis-fakhri-wallpaper-6ନୂଆଦିଲ୍ଲୀ: ବଲିଉଡ୍‌ର ମୋଷ୍ଟ ହ୍ୟାଣ୍ଡସମ୍‌ ବେଚଲର୍‌ ରଣବୀର କାପୁରଙ୍କ ବିପକ୍ଷରେ “ରକ୍‌ଷ୍ଟାର” ଚଳଚ୍ଚିତ୍ରରେ ନାୟିକ ସାଜିଥିବା ସେକ୍ସି ନରର୍ଗିସ୍‌ ଫକ୍ରି ନିଜକୁ ଜଣେ ସଫଳ ମହିଳା ବୋଲି ବିଶ୍ୱାସ କରୁ ନାହାନ୍ତି।

Advertisment

ଫିଲ୍ମଫେୟାରକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, “ମୁଁ ସଫଳତା ପାଇଛି ବୋଲି ବିଶ୍ୱାସ କରୁନି, କାରଣ ମୁଁ ଖୁସି ନାହିଁ। ମୁଁ ମୋର ପରିବାର ଓ ସାଙ୍ଗ ସାଥୀଙ୍କୁ ସେତିକି ସମୟ ଦେଇ ପାରୁନାହିଁ, ଯାହା ମୁଁ ଚାହୁଁଛି। ଯେବେ ମୁଁ ସେମାନଙ୍କୁ ଦେଖା କରିପାରିବି ଓ ମୋ କାମ ଠିକ୍ ଭାବେ କରି ପରିବି ସେତେବେଳେ ମୁଁ ସଫଳତା ପାଇଥିବା ମନେ କରିବି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe