ମୁମ୍ବାଇ:ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନିତ ମେରି କମ୍ ଚଳଚ୍ଚିତ୍ରକୁ ଆଉ ଗୋଟିଏ ସଫଳତା ମିଳିଛି। ସଞ୍ଜୟ ଲିଲା ବଂଶାଲିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ଭାରତୀୟ ବକ୍ସର ମେରି କମଙ୍କ ଜୀବନୀ ଉପରେ ଆଧାରିତ।
ଏଥିପାଇଁ ଏହି ଚଳଚ୍ଚିତ୍ରକୁ ବେଷ୍ଟ ଫିଲ୍ମି ଭାବେ ଅନ୍ତଜାର୍ତୀୟ ଷ୍ଟକହୋଲ୍ମ ଫିଲ୍ମି ଫେଷ୍ଟିୱାଲରେ ବ୍ରୋଞ୍ଜ ହର୍ସ ଆୱାର୍ଡ ଦିଆଯାଇଛି। ଏହାସହ ଏହି ଚଳଚ୍ଚିତ୍ରକୁ ଆସନ୍ତାମାସରେ ସ୍ୱିଡେନରେ ହେବାକୁ ଥିବା ଇଣ୍ଡିଆନ୍ ଫିଲ୍ମି ଫେଷ୍ଟିରେ ପ୍ରଦର୍ଶିତ ହେବ ବୋଲି ଏହି ଚଳଚ୍ଚିତ୍ରର ନିଦେ୍ର୍ଧଶକ ଓମୁଙ୍ଗ କୁମାର ସୂଚନା ଦେଇଛନ୍ତି।
ଏହି ଚଳଚ୍ଚିତ୍ରକୁ ଅନ୍ତଜାର୍ତୀୟ ସ୍ତରର ନାମୀଦାମୀ ଫିଲ୍ମି କ୍ରିଟକମାନେ ଦେଖିଥିଲେ। କିଭଳି ଜଣେ ବିଶ୍ୱବିଜେତା ଅଲମ୍ପିକ ପଦକ ଜିତିଥିବା ଖେଳାଳୀ ଜୀବନରେ ଝଡଝଞ୍ଜାକୁ ସାହାସର ପ୍ରତିରୋଧ କରୁଛି ତାହା ଏହି ଚଳଚ୍ଚିତ୍ରରେ ବେଶ ନିଖୁଣ ଭାବେ ଅଭିନୟରେ ଫୁଟାଇଛନ୍ତି ଅନୁଭବୀ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।