Advertisment

ସଫଳତାର ଆଉ ଗୋଟିଏ ପାହାଚରେ 'ମେରି କମ'

ମୁମ୍ବାଇ:ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନିତ ମେରି କମ୍ ଚଳଚ୍ଚିତ୍ରକୁ ଆଉ ଗୋଟିଏ ସଫଳତା ମିଳିଛି। ସଞ୍ଜୟ ଲିଲା ବଂଶାଲିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ଭାରତୀୟ ବକ୍ସର ମେରି କମଙ୍କ ଜୀବନୀ ଉପରେ ଆଧାରିତ। ଏଥିପାଇଁ ଏହି ଚଳଚ୍ଚିତ୍ରକୁ ବେଷ୍ଟ ଫିଲ୍ମି ଭାବେ ଅନ୍ତଜାର୍ତୀୟ ଷ୍ଟକହୋଲ୍ମ ଫିଲ୍ମି ଫେଷ୍ଟିୱାଲରେ ବ୍ରୋଞ୍ଜ ହର୍ସ ଆୱାର୍ଡ ଦିଆଯାଇଛି। ଏହାସହ ଏହି ଚଳଚ୍ଚିତ୍ରକୁ ଆସନ୍ତାମାସରେ ସ୍ୱିଡେନରେ ହେବାକୁ ଥିବା ଇଣ୍ଡିଆନ୍ ଫିଲ୍ମି ଫେଷ୍ଟିରେ ପ୍ରଦର୍ଶିତ ହେବ ବୋଲି ଏହି ଚଳଚ୍ଚିତ୍ରର ନିଦେ୍ର୍ଧଶକ ଓମୁଙ୍ଗ କୁମାର […]

author-image
Rakesh Mallick
ଅଦ୍ୟତନ ହୋଇଛି
ସଫଳତାର ଆଉ ଗୋଟିଏ ପାହାଚରେ 'ମେରି କମ'

Marykam

ମୁମ୍ବାଇ:ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନିତ ମେରି କମ୍ ଚଳଚ୍ଚିତ୍ରକୁ ଆଉ ଗୋଟିଏ ସଫଳତା ମିଳିଛି। ସଞ୍ଜୟ ଲିଲା ବଂଶାଲିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ଭାରତୀୟ ବକ୍ସର ମେରି କମଙ୍କ ଜୀବନୀ ଉପରେ ଆଧାରିତ।

Advertisment

ଏଥିପାଇଁ ଏହି ଚଳଚ୍ଚିତ୍ରକୁ ବେଷ୍ଟ ଫିଲ୍ମି ଭାବେ ଅନ୍ତଜାର୍ତୀୟ ଷ୍ଟକହୋଲ୍ମ ଫିଲ୍ମି ଫେଷ୍ଟିୱାଲରେ ବ୍ରୋଞ୍ଜ ହର୍ସ ଆୱାର୍ଡ ଦିଆଯାଇଛି। ଏହାସହ ଏହି ଚଳଚ୍ଚିତ୍ରକୁ ଆସନ୍ତାମାସରେ ସ୍ୱିଡେନରେ ହେବାକୁ ଥିବା ଇଣ୍ଡିଆନ୍ ଫିଲ୍ମି ଫେଷ୍ଟିରେ ପ୍ରଦର୍ଶିତ ହେବ ବୋଲି ଏହି ଚଳଚ୍ଚିତ୍ରର ନିଦେ୍ର୍ଧଶକ ଓମୁଙ୍ଗ କୁମାର ସୂଚନା ଦେଇଛନ୍ତି।

ଏହି ଚଳଚ୍ଚିତ୍ରକୁ ଅନ୍ତଜାର୍ତୀୟ  ସ୍ତରର ନାମୀଦାମୀ ଫିଲ୍ମି କ୍ରିଟକମାନେ ଦେଖିଥିଲେ। କିଭଳି ଜଣେ ବିଶ୍ୱବିଜେତା ଅଲମ୍ପିକ ପଦକ ଜିତିଥିବା ଖେଳାଳୀ ଜୀବନରେ ଝଡଝଞ୍ଜାକୁ ସାହାସର ପ୍ରତିରୋଧ କରୁଛି ତାହା ଏହି ଚଳଚ୍ଚିତ୍ରରେ ବେଶ ନିଖୁଣ ଭାବେ ଅଭିନୟରେ ଫୁଟାଇଛନ୍ତି ଅନୁଭବୀ  ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା।

Advertisment