harbhajan
Advertisment
ନୂଆଦିଲ୍ଲୀ: ବ୍ୟାଣ୍ଡ୍ ବାଜା ବାରାତ୍ ରେଡି। ଦୁହ୍ଲା ଦୁଲହନ୍ ବି ତୟାର। ଗ୍ଲାମର୍ ଗାର୍ଲ ଗୀତା ବାସ୍ରାଙ୍କୁ ମ୍ୟାରେଜ୍ କରୁଛନ୍ତି କ୍ରିକେଟିୟର ହରଭଜନ ସିଂ। ସଙ୍ଗୀତ ସେରିମନିରେ ଭଜି ନିଜ ଡ୍ରିମ ଗାର୍ଲଙ୍କୁ ଫୁଲର ରିକ୍ସାରେ ବୁଲାଇ ଥିଲେ। ଏହି ଅକେଜନ୍ ପାଇଁ ହରଭଜନ୍ ପିଙ୍କ୍ ଏବଂ ହ୍ୱାଇଟ୍ କମ୍ୱିନେସନର ଟ୍ରାଡିସନାଲ୍ ଆଉଟ୍ ଫିଟ୍ ପିନ୍ଧି ଥିବା ବେଳେ ଗୀତା ଗ୍ରୀନ୍ ଏବଂ ଗୋଲଡେନ୍ କଲରର ଲେହେଙ୍ଗା ପିନ୍ଧି ଥିଲେ। ଦୀର୍ଘ ଦିନର ସମ୍ପର୍କ ପରେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି ଭଜି ଏବଂ ଗୀତା।
ଅକ୍ଟୋବର ୨୯ରେ ଏହି ହାଇପ୍ରୋଫାଇଲ୍ କପୁଲଙ୍କ ମ୍ୟାରେଜ୍ ହେବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/harbhajannnnn.jpg)