Advertisment

ନିଜ ଜନ୍ମଦିନରେ ‘ରଇସ୍‌’ର ଟ୍ରେଲର ରିଲିଜ କରିବେ କିଙ୍ଗଖାନ୍

ମୁମ୍ବାଇ: ନିଜ ଫିଲ୍ମର ଟ୍ରେଲରକୁ ବଡ଼ ଫିଲ୍ମ ସହ ରିଲିଜ କରିବା ପାଇଁ ଫିଲ୍ମ ପ୍ରଡ୍ୟୁସରମାନେ ଚାହିଁଥିବା ବେଳେ ଶାହାରୁଖ କିନ୍ତୁ ନିଜ ଫିଲ୍ମ ଟ୍ରେଲର ରିଲିଜକୁ ନେଇ କିଛି ଅଲଗା ଚିନ୍ତା କରିଛନ୍ତି। ଶାହାରୁଖ ନିଜର ନୂଆ ଫିଲ୍ମ ‘ରଇସ୍‌’ର ଟ୍ରେଲର ନିଜ ଜନ୍ମଦିନ ନଭେମ୍ବର ୨ ତାରିଖରେ ରିଲିଜ କରିବାକୁ ମନସ୍ଥ କରିଛନ୍ତି। ତାଙ୍କ ଜନ୍ମ ଦିନରେ ‘ମନ୍ନତ’ରେ ଏଥର ଦୁଇ ଦୁଇଟି ସେଲିବ୍ରେସନ କରିବେ କିଙ୍ଗ ଖାନ୍। ମିଳିଥିବା ସୂଚନା ମୁତାବକ ଟ୍ରେଲର […]

ନିଜ ଜନ୍ମଦିନରେ ‘ରଇସ୍‌’ର ଟ୍ରେଲର ରିଲିଜ କରିବେ କିଙ୍ଗଖାନ୍

saha-rukha

Advertisment

ମୁମ୍ବାଇ: ନିଜ ଫିଲ୍ମର ଟ୍ରେଲରକୁ ବଡ଼ ଫିଲ୍ମ ସହ ରିଲିଜ କରିବା ପାଇଁ ଫିଲ୍ମ ପ୍ରଡ୍ୟୁସରମାନେ ଚାହିଁଥିବା ବେଳେ ଶାହାରୁଖ କିନ୍ତୁ ନିଜ ଫିଲ୍ମ ଟ୍ରେଲର ରିଲିଜକୁ ନେଇ କିଛି ଅଲଗା ଚିନ୍ତା କରିଛନ୍ତି। ଶାହାରୁଖ ନିଜର ନୂଆ ଫିଲ୍ମ ‘ରଇସ୍‌’ର ଟ୍ରେଲର ନିଜ ଜନ୍ମଦିନ ନଭେମ୍ବର ୨ ତାରିଖରେ ରିଲିଜ କରିବାକୁ ମନସ୍ଥ କରିଛନ୍ତି। ତାଙ୍କ ଜନ୍ମ ଦିନରେ ‘ମନ୍ନତ’ରେ ଏଥର ଦୁଇ ଦୁଇଟି ସେଲିବ୍ରେସନ କରିବେ କିଙ୍ଗ ଖାନ୍।

Advertisment

ମିଳିଥିବା ସୂଚନା ମୁତାବକ ଟ୍ରେଲର ରିଲିଜରେ ପାକିସ୍ତାନୀ କଳାକାର ମାହୀର ଖାନ୍ ନଜର ଆସିବେ ନାହିଁ। ‘ରଇସ୍‌’ ହ୍ରିତିକଙ୍କ ଫିଲ୍ମ ‘କାବୀଲ’ ସହ ଗୋଟିଏ ଦିନ ଜାନୁଆରୀ ୨୬ରେ ପରଦାକୁ ଆସିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe