/odisha-reporter/media/post_attachments/uploads/2016/10/SRK-Gauri_Anniversary_10_0.jpg)
srk-gauri
ମୁମ୍ବାଇ: ବଲିଉଡ କିଙ୍ଗ ଖାନ୍ ଏବଂ ତାଙ୍କ ପତ୍ନୀ ଗୌରୀ ଖାନଙ୍କ ବିବାହ ବନ୍ଧନ ଆଜି ୨୫ବର୍ଷରେ ପହଁଞ୍ଚିଛି। ଖବର ମୁତାବକ ଦୁହେଁ ନିଜର ବିବାହ ବାର୍ଷିକୀକୁ ମନାଇବା ପାଇଁ ସ୍ପେନ୍ରେ ପହଁଞ୍ଚିଛନ୍ତି। ଶାହାରୁଖ ନିଜ ଫିଲ୍ମ ‘ଦି ରିଙ୍ଗ’ର ସୁଟିଂ ପାଇଁ ପୂର୍ବରୁ ସ୍ପେନ୍ରେ ଥିବା ବେଳେ ଗୌରୀ ତାଙ୍କ ସାନ ପୁଅ ଆବ୍ରାମକୁ ନେଇ ଶାହାରୁଖ ନିକଟରେ ପହଁଞ୍ଚିଛନ୍ତି। ଶାହାରୁଖ ଓ ଗୌରୀ ଦୁହେଁ ଏକାଠି ନିଜର ଏହି ସ୍ୱତନ୍ତ୍ର ଦିନକୁ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ ଓ ‘ଦି ରଙ୍ଗ’ର ପୁରା ଟିମ୍ ସହ ମନାଇବେ। ଦୁହେଁ ନିଜର ଏହି ସଫଳ ବୈବାହିକ ଜୀବନର ଶ୍ରେୟ ନିଜର ପିଲାମାନଙ୍କୁ ଦେଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
