ସୁଟିଂ ସେଟ୍ ପରି ଇନଷ୍ଟାଗ୍ରାମରେ ମଧ୍ୟ ସକ୍ରିୟ ରୁହନ୍ତି ଶାହାରୁଖ

ମୁମ୍ବାଇ: କିଙ୍ଗ ଖାନ୍ ଶାହାରୁଖ ସୁଟିଂ ସେଟରେ ଯେପରି ସକ୍ରିୟ ସୋସିଆଲ ମିଡିଆରେ ମଧ୍ୟ ଫ୍ୟାନ ପାଇଁ ଖୁବ୍ ଆକ୍ଟିଭ। ସୁଟିଂର ଅନୁଭୂତି ଠାରୁ ଆରମ୍ଭ କରି ସାଙ୍ଗମାନଙ୍କ ସହ ଆଉଟିଂ, ତଥା କିଛି ରୋଚକ ଖବର ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ କେବେ ଭୁଲନ୍ତି ନାହିଁ। ଏହି ନିକଟରେ ଇମତିଆଜ ଅଲ୍ଲୀଙ୍କ ଫିଲ୍ମ ‘ଦ ରଙ୍ଗ’ର ସୁଟିଂ ଆଷ୍ଟାଡାମରେ ଭଲରେ ସରିଥିବା ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହାସହ ପୁରା ଟିମକୁ ସେ ଧନ୍ୟବାଦ ଜଣାଇଛନ୍ତି।

ଇମତିଆଜଙ୍କ ଏହି ଫିଲ୍ମରେ ଶାହାରୁଖ ଅଭିନେତ୍ରୀ ଅନୁଷ୍କାଙ୍କ ସହ ନଜର ଆସିବେ। ପୂର୍ବରୁ ‘ରବ ନେ ବନାଦି ଯୋଡି’ ଏବଂ ‘ଯବ ତକ ହେ ଜାନ୍’ ଫିଲ୍ମରେ ଏହି ଯୋଡି ନଜର ଆସିଥିଲେ।

ଆହୁରି ପଢ଼ନ୍ତୁ

ତିଆରି ହେବ ସୁଶାନ୍ତଙ୍କ ଫିଲ୍ମ ‘ପାଣି’, ନିର୍ଦ୍ଦେଶକ ଦେଲେ ଇସାରା

ଶୁଟିଂ ସେଟ୍‌କୁ ଯାଇପାରିବେ ବରିଷ୍ଠ କଳାକାର

ବର୍ଷାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ପ୍ରଶଂସନୀୟ କାମ

ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍ ଲାଇଭ୍‌ରେ ଏମିତି କଥା କହିଥିଲେ ଏହି ଅଭିନେତ୍ରୀ

କ୍ଷମା ମାଗିଲେ ବିଗ୍ ବି’

ସୁଶାନ୍ତଙ୍କ ଅପେକ୍ଷାରେ ଫଜ୍, ଆଜି ବି କବାଟ ଖୋଲିଲେ…

ଆତ୍ମହତ୍ୟା କଲେ ‘କ୍ୟୁଁ କିଁ ଶାଶ୍‌ ଭି କଭି ବହୁ ଥି’ର ଅଭିନେତା

ବିଗ୍‌ବସ୍‌ ଫେମ୍‌ ଅସିମ୍‌ ରିଆଜଙ୍କ ଉପରକୁ ଆକ୍ରମଣ

ରିଙ୍କିଙ୍କ ଭାଗ୍ୟ ବଦଳେଇ ଦେଲା ଗୋଟିଏ ଟ୍ୱିଟ୍‌, ଚାନ୍ସ ଦେଲା ତରଙ୍ଗ

ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଜାଳୁଥିଲି, ଜଳାଉଥିଲି ଏବେ ଜଳୁଛି….