shahrukh
Advertisment
ମୁମ୍ବାଇ: କିଙ୍ଗ ଖାନ୍ ଶାହାରୁଖ ସୁଟିଂ ସେଟରେ ଯେପରି ସକ୍ରିୟ ସୋସିଆଲ ମିଡିଆରେ ମଧ୍ୟ ଫ୍ୟାନ ପାଇଁ ଖୁବ୍ ଆକ୍ଟିଭ। ସୁଟିଂର ଅନୁଭୂତି ଠାରୁ ଆରମ୍ଭ କରି ସାଙ୍ଗମାନଙ୍କ ସହ ଆଉଟିଂ, ତଥା କିଛି ରୋଚକ ଖବର ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ କେବେ ଭୁଲନ୍ତି ନାହିଁ। ଏହି ନିକଟରେ ଇମତିଆଜ ଅଲ୍ଲୀଙ୍କ ଫିଲ୍ମ ‘ଦ ରଙ୍ଗ’ର ସୁଟିଂ ଆଷ୍ଟାଡାମରେ ଭଲରେ ସରିଥିବା ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହାସହ ପୁରା ଟିମକୁ ସେ ଧନ୍ୟବାଦ ଜଣାଇଛନ୍ତି।
Advertisment
ଇମତିଆଜଙ୍କ ଏହି ଫିଲ୍ମରେ ଶାହାରୁଖ ଅଭିନେତ୍ରୀ ଅନୁଷ୍କାଙ୍କ ସହ ନଜର ଆସିବେ। ପୂର୍ବରୁ ‘ରବ ନେ ବନାଦି ଯୋଡି’ ଏବଂ ‘ଯବ ତକ ହେ ଜାନ୍’ ଫିଲ୍ମରେ ଏହି ଯୋଡି ନଜର ଆସିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/09/shahrukh_650_092416102223.jpg)