ସାହିଦଙ୍କ ବାହାଘର ପାଇଁ ଘୁଞ୍ଚିଲା ଫର୍ଜୀର ସୁଟିଂ

ମୁମ୍ବାଇ: ଫିର୍ଜୀର ସୁଟିଂ ପାଇଁ ଲୋକେସନ ରେଡି ଥିଲା। ସ୍କ୍ରିପ୍ଟ ଲେଖା କାର୍ଯ୍ୟ ମଧ୍ୟ ଶେଷ ହୋଇଥିଲା। ଜୁନରେ ସୁଟିଂ ପାଇଁ ବେଶ ଉତ୍ସାହିତ ଥିଲେ ଫିର୍ଜୀ ଟିମ। କିନ୍ତୁ ଏହାକୁ ପରିବର୍ତ୍ତନ ପରିବାକୁ ପଡିବ। କାରଣ ଚଳିତ ବର୍ଷ ଜୁନରେ ମୋଷ୍ଟ ଇଲିଜିବଲ ବ୍ୟାଚଲର ସାହିଦ କାପୁରଙ୍କ ବାହାଘର ହେବ।ଏହି ଚଳିଚ୍ଚିତ୍ରରେ ସାହିଦ ମୁଖ୍ୟ ଭୁମିକାରେ ଥିଲେ । ତାଙ୍କ ସହ ଥିଲେ କ୍ରୀତି ସାନନ୍ ଓ ନିଜାୱିଦ୍ଧିନ ସିଦ୍ଧିକ । ଫର୍ଜୀ ଚଳଚିତ୍ରର ସୁଟିଂ […]

shahid kapoor

shahid kapoor

Rakesh Mallick
  • Published: Thursday, 23 April 2015
  • Updated: 23 April 2015, 08:15 AM IST

Sports

Latest News

ମୁମ୍ବାଇ: ଫିର୍ଜୀର ସୁଟିଂ ପାଇଁ ଲୋକେସନ ରେଡି ଥିଲା। ସ୍କ୍ରିପ୍ଟ ଲେଖା କାର୍ଯ୍ୟ ମଧ୍ୟ ଶେଷ ହୋଇଥିଲା। ଜୁନରେ ସୁଟିଂ ପାଇଁ ବେଶ ଉତ୍ସାହିତ ଥିଲେ ଫିର୍ଜୀ ଟିମ। କିନ୍ତୁ ଏହାକୁ ପରିବର୍ତ୍ତନ ପରିବାକୁ ପଡିବ। କାରଣ ଚଳିତ ବର୍ଷ ଜୁନରେ ମୋଷ୍ଟ ଇଲିଜିବଲ ବ୍ୟାଚଲର ସାହିଦ କାପୁରଙ୍କ ବାହାଘର ହେବ।ଏହି ଚଳିଚ୍ଚିତ୍ରରେ ସାହିଦ ମୁଖ୍ୟ ଭୁମିକାରେ ଥିଲେ । ତାଙ୍କ ସହ ଥିଲେ କ୍ରୀତି ସାନନ୍ ଓ ନିଜାୱିଦ୍ଧିନ ସିଦ୍ଧିକ । ଫର୍ଜୀ ଚଳଚିତ୍ରର ସୁଟିଂ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ଓ ନିର୍ଘଣ୍ଟରେ ପରିବର୍ତ୍ତନ ହେବ। ତେବେ ସାହିଦଙ୍କ ପରିବାର ଏହି ବାହାଘରକୁ ଡିସେମ୍ବରରୁ ଘୁଞ୍ଚାଇ ଆଣି ଜୁନରେ କରିବାକୁ ଚାହୁଁଛନ୍ତି ।

ତେଣୁ  କ୍ରାଇମ ଓ ଡ୍ରାମା ଉପରେ ପର୍ଯ୍ୟବେସିତ ଚଳଚ୍ଚିତ୍ରର ପର୍ଜୀର ସୁଟିଂ କାର୍ଯ୍ୟ ବିଳମ୍ବ ହେବା ଆଶା କରାଯାଉଛି। ଏହି ଚଳଚ୍ଚିତ୍ରର ସୁଟିଂ ଜୁନରେ ଆରମ୍ଭ ହେବାକୁ ଥିଲା କିନ୍ତୁ ସାହିଦଙ୍କ ବିଭାଘର ଯୋଗୁଁ ପୁର୍ବପ୍ରସ୍ତୁତି ସବୁ ବିଫଳ ହେବା ଆଶା କରାଯାଉଛି। ଏହି ଚଳଚ୍ଚିତ୍ରର ନିର୍ଦେଶକ ରାଜ ନିଦିମୋରୁ ଓ କ୍ରୀଷ୍ଣା ଡିକେ ଟିକେ ବିମୁଖ ଥିବା ଚର୍ଚ୍ଚା ହେଉଛି । ନିର୍ଦେଶକ ରାଜଙ୍କ କହିବାକଥା, ଚଳଚିତ୍ରର ସୁଟିଂକୁ ଘୁଞ୍ଚାଇବକୁ ପଡିବ। ସେହି ଅନୁସାରେ ଚଳଚ୍ଚିତ୍ରର ସ୍କ୍ରିପ୍ଟ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। କିନ୍ତୁ ସାହୀଦଙ୍କ ମ୍ୟାରେଜ ପାଇଁ ଏହାକୁ ନିଶ୍ଚିତଭାବେ ଘୁଞ୍ଚାଇବାକୁ ପଡିବ ବୋଲି ସେ କହିଛନ୍ତି ।

ଏହି ଚଳଚିତ୍ରଟି ଜୁନରେ ମୁମ୍ବାଇ,ହାଇଦ୍ରାବାଦ ଏବଂ ଅନ୍ୟ ସ୍ଥାନରେ ସୁଟିଂହେବାର କାର୍ଯ୍ୟକ୍ରମ ରହିଥିଲା। ସାହିଦଙ୍କ ପ୍ରତିବଦଳରେ ଅନ୍ୟ କୌଣସି ଷ୍ଟାରଙ୍କୁ ନେଇ ଏହି ଚଳଚ୍ଚିତ୍ର କରବାକୁ ନିର୍ଦେଶକ  ରାଜ ମନା କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story