Advertisment

ରକ୍ତ ଭିଜା କପଡ଼ାରେ ସୈଫ୍‌ ଅଲି ଖାନ୍‌ !

ମୁମ୍ବାଇ: ସୈଫ୍‌ଅଲ୍ଲୀ ଖାନ୍‌ଙ୍କୁ ନିକଟରେ ରକ୍ତ ଭିଜା ପୋଷାକ ପିନ୍ଧି ଗାଡ଼ି ଭିତରେ ବସିଥିବା ସ୍ପଟ କରାଯାଇଛି। ଫଟୋରେ ଦେଖିବାକୁ ମିଳିଛି ଯେ, ତାଙ୍କ ପୋଷାକରେ ରକ୍ତ ଲାଗିବା ସହ ତାଙ୍କ ମଥାରେ ବି ଆଘାତ ଲାଗିଛି।  ଫଟୋ ଦେଖିଲା ପରେ ଲାଗୁଛି ତାଙ୍କର ଯେମିତି କୌଣସି ଦୁର୍ଘଟଣା ହୋଇଛି କିମ୍ବା ତାଙ୍କୁ କିଏ ଆକ୍ରମଣ କରିଛି। ଆପଣଙ୍କ ମନରେ ଏମିତି ଆହୁରି ଅନେକ ପ୍ରଶ୍ନ ଉଙ୍କି ମାରୁଥିବ। ଆପଣଙ୍କ ମନରେ କିଛି ଦ୍ୱନ୍ଦ୍ୱ ଆସିବା ପୂର୍ବରୁ […]

ଅଦ୍ୟତନ ହୋଇଛି
ରକ୍ତ ଭିଜା କପଡ଼ାରେ ସୈଫ୍‌ ଅଲି ଖାନ୍‌ !

y

Advertisment

ମୁମ୍ବାଇ: ସୈଫ୍‌ଅଲ୍ଲୀ ଖାନ୍‌ଙ୍କୁ ନିକଟରେ ରକ୍ତ ଭିଜା ପୋଷାକ ପିନ୍ଧି ଗାଡ଼ି ଭିତରେ ବସିଥିବା ସ୍ପଟ କରାଯାଇଛି। ଫଟୋରେ ଦେଖିବାକୁ ମିଳିଛି ଯେ, ତାଙ୍କ ପୋଷାକରେ ରକ୍ତ ଲାଗିବା ସହ ତାଙ୍କ ମଥାରେ ବି ଆଘାତ ଲାଗିଛି।  ଫଟୋ ଦେଖିଲା ପରେ ଲାଗୁଛି ତାଙ୍କର ଯେମିତି କୌଣସି ଦୁର୍ଘଟଣା ହୋଇଛି କିମ୍ବା ତାଙ୍କୁ କିଏ ଆକ୍ରମଣ କରିଛି। ଆପଣଙ୍କ ମନରେ ଏମିତି ଆହୁରି ଅନେକ ପ୍ରଶ୍ନ ଉଙ୍କି ମାରୁଥିବ।

Advertisment

ଆପଣଙ୍କ ମନରେ କିଛି ଦ୍ୱନ୍ଦ୍ୱ ଆସିବା ପୂର୍ବରୁ କହି ରଖୁଛୁ ଯେ, ସେମିତି କିଛି ବି ନୁହେଁ।

କଥା ହେଉଛି ସେ ତାଙ୍କ ଆଗାମୀ ଫିଲ୍ମ ‘ତାନାଜୀ’ର ଶୁଟିଂ ଫାଇଁ ମେକ୍‌ଅପ୍‌ ନେଇ କାର୍‌ରେ ଯିବା ସମୟରେ ତାଙ୍କୁ ସ୍ପଟ୍‌ କରାଯାଇଛି।

Advertisment

ସୈଫ୍‌ ଏବେ ତାଙ୍କ ଆଗାମୀ ଫିଲ୍ମ ‘ତାନାଜୀ: ଦ ଅନ୍‌ ସହଙ୍ଗ୍‌ ୱାରିୟର’ର ଶୁଟିଂ କରୁଛନ୍ତି। ଏହା ଏକ ଯୁଦ୍ଧ ଭିତ୍ତିକ ଫିଲ୍ମ । ଫଟୋରେ ସୈଫ୍‌ଙ୍କ ଆଘାତ ପୂରା ବସ୍ତବ ପରି ଲାଗୁଛି। ଯେ କେହି ବି ଦେଖିଲେ ଧୋକା ଖାଇଯିବ।

ଫିଲ୍ମରେ ସୈଫ୍‌ଙ୍କ ସହ ଅଜୟଦେବ୍‌ଗନ୍‌ ବି ନଜର ଆସିବେ। ‘ତାନାଜୀ’ ସୈଫ୍‌ ଏବେ ନଭ୍‌ନୀତ୍‌ ସିଂହଙ୍କ ‘ହଣ୍ଟର’ରେ ବି କାମ କରୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe