Advertisment

ପାକିସ୍ତାନୀ କଳାକାରମାନେ ଆତଙ୍କବାଦୀ ନୁହଁନ୍ତି: ସଲମାନ

ମୁମ୍ବାଇ: ପାକିସ୍ତାନରୁ ଭାରତ ଆସିଥିବା କଳାକାରମାନଙ୍କ ସହିତ ଆତଙ୍କବାଦୀ ଭଳି ବ୍ୟବହାର କରାଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ବଲିଉଡ୍ ସୁପରଷ୍ଟାର ସଲମାନ ଖାଁ। ଆତଙ୍କବାଦ ଓ କଳାକୁ ମିଶ୍ରଣ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ସଲମାନ କହିଛନ୍ତି,“ପାକିସ୍ତାନୀ କଳାକାରମାନେ ନିୟମ ଅନୁଯାୟୀ ଭିସା ନେଇ ଭାରତକୁ ଆସୁଛନ୍ତି। ଏଠାରେ କାମ କରିବାକୁ ସରକାର ସେମାନଙ୍କୁ ଅନୁମତି ଦେଉଛନ୍ତି।” ଉରୀରେ ଆତଙ୍କବାଦୀ ହମ୍‌ଲା ପରେ ବଲିଉଡ୍‌ରେ କାମ କରୁଥିବା ପାକିସ୍ତାନୀ କଳାକାରଙ୍କୁ ଉପରେ ବିଭିନ୍ନ […]

ପାକିସ୍ତାନୀ କଳାକାରମାନେ ଆତଙ୍କବାଦୀ ନୁହଁନ୍ତି: ସଲମାନ

salman

Advertisment

ମୁମ୍ବାଇ: ପାକିସ୍ତାନରୁ ଭାରତ ଆସିଥିବା କଳାକାରମାନଙ୍କ ସହିତ ଆତଙ୍କବାଦୀ ଭଳି ବ୍ୟବହାର କରାଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ବଲିଉଡ୍ ସୁପରଷ୍ଟାର ସଲମାନ ଖାଁ। ଆତଙ୍କବାଦ ଓ କଳାକୁ ମିଶ୍ରଣ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

Advertisment

ସଲମାନ କହିଛନ୍ତି,“ପାକିସ୍ତାନୀ କଳାକାରମାନେ ନିୟମ ଅନୁଯାୟୀ ଭିସା ନେଇ ଭାରତକୁ ଆସୁଛନ୍ତି। ଏଠାରେ କାମ କରିବାକୁ ସରକାର ସେମାନଙ୍କୁ ଅନୁମତି ଦେଉଛନ୍ତି।”

ଉରୀରେ ଆତଙ୍କବାଦୀ ହମ୍‌ଲା ପରେ ବଲିଉଡ୍‌ରେ କାମ କରୁଥିବା ପାକିସ୍ତାନୀ କଳାକାରଙ୍କୁ ଉପରେ ବିଭିନ୍ନ ଆଡୁ ଟାର୍ଗେଟ୍ କରାଯାଉଛି। ପାକିସ୍ତାନ କଳାକାରଙ୍କୁ ବଲିଉଡ୍‌ରୁ ଦୂରେଇ ରଖିବା ପାଇଁ ଇଣ୍ଡିଆନ୍ ମୋସନ୍ ପିକ୍ଚର ପ୍ରଡ୍ୟୁସରର୍ସ ଆସୋସିଏସନ୍‌ ଆଜି ଏକ ପ୍ରସ୍ତାବ ପାରିତ କରିଛି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe