Advertisment

ଉରୀ ଆକ୍ରମଣକୁ ନିନ୍ଦା କଲେ ପାକିସ୍ତାନୀ ଗାୟିକା ସଲାମା ଆଗା

ମୁମ୍ବାଇ: ଉରୀରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପାକିସ୍ତାନ କଳାକାରଙ୍କୁ ବ୍ୟାନ୍‌ କରିବାକୁ ନେଇ ଜୋରସୋର ଆଲୋଚନା ଚାଲିଛି। ବଲିଉଡ୍‌ର କିଛି କଳାକାର ଏହାକୁ ବିରୋଧ କରୁଥିବା ବେଳେ ଆଉ କିଛି ସମର୍ଥନ କରିଛନ୍ତି। ଏହା ମଧ୍ୟରେ ଉରୀ ଆକ୍ରମଣକୁ ନେଇ ପାକିସ୍ତାନୀ କଳାକାରଙ୍କର ବି ମତ ଆସୁଛି। ଏହି କ୍ରମରେ ବଲିଉଡ ଫିଲ୍ମରେ ପୂର୍ବରୁ ନିଜ ସ୍ୱରର ଯାଦୁ ଦେଖାଇଥିବା ପାକିସ୍ତାନୀ ଗାୟିକା ସଲମା ଆଗା ଉରୀ ଆକ୍ରମଣକୁ ନିନ୍ଦା କରିବା ସହିତ ଦୁଃଖ ପ୍ରକାଶ […]

ଉରୀ ଆକ୍ରମଣକୁ ନିନ୍ଦା କଲେ ପାକିସ୍ତାନୀ ଗାୟିକା ସଲାମା ଆଗା

salam-aga

Advertisment

salam-agaମୁମ୍ବାଇ: ଉରୀରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପାକିସ୍ତାନ କଳାକାରଙ୍କୁ ବ୍ୟାନ୍‌ କରିବାକୁ ନେଇ ଜୋରସୋର ଆଲୋଚନା ଚାଲିଛି। ବଲିଉଡ୍‌ର କିଛି କଳାକାର ଏହାକୁ ବିରୋଧ କରୁଥିବା ବେଳେ ଆଉ କିଛି ସମର୍ଥନ କରିଛନ୍ତି। ଏହା ମଧ୍ୟରେ ଉରୀ ଆକ୍ରମଣକୁ ନେଇ ପାକିସ୍ତାନୀ କଳାକାରଙ୍କର ବି ମତ ଆସୁଛି। ଏହି କ୍ରମରେ ବଲିଉଡ ଫିଲ୍ମରେ ପୂର୍ବରୁ ନିଜ ସ୍ୱରର ଯାଦୁ ଦେଖାଇଥିବା ପାକିସ୍ତାନୀ ଗାୟିକା ସଲମା ଆଗା ଉରୀ ଆକ୍ରମଣକୁ ନିନ୍ଦା କରିବା ସହିତ ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ହେବା କଥା ନୁହେଁ ବୋଲି ସେ କହିଛନ୍ତି।

Advertisment

ପାକିସ୍ତାନୀ ଗାୟକ ସଫାକତ୍ ଅମାନତ୍ ଅଲ୍ଲୀ ଉରୀ ସେକ୍ଟରରେ ସେନା କ୍ୟାମ୍ପରେ ହୋଇଥିବା ଆତଙ୍କୀ ହମ୍‌ଲାକୁ ନିନ୍ଦା କରିଥିଲେ। ଏହି ଘଟଣାକୁ ନିନ୍ଦା କରିବାରେ ସେ ହେଉଛନ୍ତି ପ୍ରଥମ ପାକିସ୍ତାନୀ କଳାକାର।

ସେ ଏହା ମଧ୍ୟ କହିଥିଲେ,‘‘ଅନ୍ୟ କଳାକାରମାନେ ଭୟରେ ଉରୀ ଆକ୍ରମଣର ନିନ୍ଦା କରୁନାହାନ୍ତି। ମୁଁ ସେମାନଙ୍କୁ ଯେତିକି ଜାଣିଛି ସେମାନେ ମଧ୍ୟ ଆତଙ୍କକୁ ନେଇ ମୋ ପରି ହିଁ ଚିନ୍ତା କରୁଥିବେ।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe