Advertisment

“ଟାଇଗର ଜିନ୍ଦା ହୈ”ରେ ବୃଦ୍ଧ ଭୂମିକାରେ ଆସିବେ ସଲମାନ୍‌!

ମୁମ୍ୱାଇ: “ଏକ ଥା ଟାଇଗର”ର ସିକ୍ୱେଲ୍ “ଟାଇଗର ଜିନ୍ଦା ହୈ” ନିର୍ମାଣ ହେବ। ଯେଉଁ ଦିନଠାରୁ ଏ କଥା ଜଣାପଡ଼ିଲାଣି ସେହି ଦିନଠାରୁ ଏହି ଫିଲ୍ମର କାହାଣୀ ନେଇ ଅନେକ ଚର୍ଚ୍ଚା ହେଉଛି। ଏଥିରେ ସଲମାନ ଖାନ୍‌ ଜଣେ ବୃଦ୍ଧ ଭୂମିକାରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି। ଯଦି ଏହା ସତ ହୁଏ ତା’ହେଲେ ନିଜ ଫିଲ୍ମ କ୍ୟାରିଅରରେ ସଲମାନ ପ୍ରଥମ ଥର ପାଇଁ ଜଣେ ବୃଦ୍ଧ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରକୁ “ସୁଲତାନ୍‌”ର […]

author-image
Rakesh Mallick
ଅଦ୍ୟତନ ହୋଇଛି
“ଟାଇଗର ଜିନ୍ଦା ହୈ”ରେ ବୃଦ୍ଧ ଭୂମିକାରେ ଆସିବେ ସଲମାନ୍‌!

salman

ମୁମ୍ୱାଇ: “ଏକ ଥା ଟାଇଗର”ର ସିକ୍ୱେଲ୍ “ଟାଇଗର ଜିନ୍ଦା ହୈ” ନିର୍ମାଣ ହେବ। ଯେଉଁ ଦିନଠାରୁ ଏ କଥା ଜଣାପଡ଼ିଲାଣି ସେହି ଦିନଠାରୁ ଏହି ଫିଲ୍ମର କାହାଣୀ ନେଇ ଅନେକ ଚର୍ଚ୍ଚା ହେଉଛି। ଏଥିରେ ସଲମାନ ଖାନ୍‌ ଜଣେ ବୃଦ୍ଧ ଭୂମିକାରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି। ଯଦି ଏହା ସତ ହୁଏ ତା’ହେଲେ ନିଜ ଫିଲ୍ମ କ୍ୟାରିଅରରେ ସଲମାନ ପ୍ରଥମ ଥର ପାଇଁ ଜଣେ ବୃଦ୍ଧ ଭୂମିକାରେ ଅଭିନୟ କରିବେ।

Advertisment

ଏହି ଚଳଚ୍ଚିତ୍ରକୁ “ସୁଲତାନ୍‌”ର ନିର୍ଦ୍ଦେଶକ ଅଲ୍ଲୀ ଆବାସ୍‌ ଜାଫର ନିର୍ଦ୍ଦେଶନା ଦେବେ ବୋଲି ଶୁଣିବାକୁ ମିଳୁଛି।

“ଏକ ଥା ଟାଇଗର”କୁ କବୀର ଖାନ୍‌ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ନାୟକ ଭୂମିକାରେ ସଲମାନ ଖାନ୍‌ ଅଭିନୟ କରିଥିଲେ।

Advertisment