କବୀରଙ୍କ ସହ କାମ କରିବେନି ସଲମାନ

ମୁମ୍ବାଇ: ଦବଙ୍ଗ ଖାନ୍ ସଲମାନ କେତେବେଳେ କାହା ସହ ଝଗଡ଼ା କରନ୍ତି, କାହାକୁ ଦୋସ୍ତିର ହାତ ବଢ଼ାନ୍ତି ଏକଥା ସେ ନିଜେ ବି ଜାଣନ୍ତି ନାହିଁ। ଏକ ଖବର ମୁତାବକ ସଲମାନ ଓ କବୀର ଖାନ୍‌ଙ୍କ ଭିତରେ ବିବାଦ ଦେଖାଦେଇଛି। ବିବାଦ ପୁଣି ସୁଟିଂ ସେଟ୍‌ରେ କାମକୁ ନେଇ।

ଉଭୟ ‘ବଜରଙ୍ଗୀ ଭାଇଜାନ’ ଓ ‘ଏକଥା ଟାଇଗର’ ପରି ସୁପରହିଟ୍ ଫିଲ୍ମରେ ସାଙ୍ଗ ହୋଇ କାମ କରିଥିବା ବେଳେ ଆଗକୁ ଆସିବାକୁ ଥିବା ‘ଟ୍ୟୁବ୍‌ଲାଇଟ୍’ରେ ଦୁହେଁ ସାଥୀ ହୋଇ କାମ କରିଛନ୍ତି। ସୂଚନା ମୁତାବକ ‘ବଜରଙ୍ଗୀ ଭାଇଜାନ’ ସୁଟିଂ ସମୟରୁ ହିଁ ଦୁହିଁଙ୍କ ମଧ୍ୟରେ ଖିଟ୍‌ବିଟ୍ ଆରମ୍ଭ ହୋଇଯାଇଥିଲା। ‘ଟ୍ୟୁବ୍‌ଲାଇଟ୍ ’ ସେଟ୍‌ରେ ଉଭୟଙ୍କ ମଧ୍ୟରେ  ମତାନ୍ତର ଏତେ ଭୟଙ୍କର ହୋଇପଡ଼ିଛି ଯେ ସଲମାନ ଭବିଷ୍ୟତରେ କବୀରଙ୍କ ସହ କାମ ନ କରିବାର ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ

ଆତ୍ମହତ୍ୟା କଲେ ‘କ୍ୟୁଁ କିଁ ଶାଶ୍‌ ଭି କଭି ବହୁ ଥି’ର ଅଭିନେତା

ବିଗ୍‌ବସ୍‌ ଫେମ୍‌ ଅସିମ୍‌ ରିଆଜଙ୍କ ଉପରକୁ ଆକ୍ରମଣ

ରିଙ୍କିଙ୍କ ଭାଗ୍ୟ ବଦଳେଇ ଦେଲା ଗୋଟିଏ ଟ୍ୱିଟ୍‌, ଚାନ୍ସ ଦେଲା ତରଙ୍ଗ

ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଜାଳୁଥିଲି, ଜଳାଉଥିଲି ଏବେ ଜଳୁଛି….

ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ ସର୍ଚ୍ଚ କରିଥିଲେ ଏହି ତିନୋଟି ଶବ୍ଦ

ୟୁରୋପ ଟୁର୍‌ ଓ ନଭେମ୍ବର ମାସର ସେହି ଘଟଣା

ଅନୁପମଙ୍କ ଚିକିତ୍ସା ପାଇଁ ଯୋଗୀ ଦେଲେ ୨୦ ଲକ୍ଷ

୩୫ ବର୍ଷ ପରେ ଆଜି ସେହି ହାତ ନାହିଁ…

ମ୍ୟାନେଜର୍ ଦିଶାଙ୍କ ପରିବାରକୁ ପଚରାଉଚରା କରିବ ବିହାର ପୁଲିସ୍

ଅନୁପମଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇଲେ ଯୋଗୀ