Advertisment

କବୀରଙ୍କ ସହ କାମ କରିବେନି ସଲମାନ

ମୁମ୍ବାଇ: ଦବଙ୍ଗ ଖାନ୍ ସଲମାନ କେତେବେଳେ କାହା ସହ ଝଗଡ଼ା କରନ୍ତି, କାହାକୁ ଦୋସ୍ତିର ହାତ ବଢ଼ାନ୍ତି ଏକଥା ସେ ନିଜେ ବି ଜାଣନ୍ତି ନାହିଁ। ଏକ ଖବର ମୁତାବକ ସଲମାନ ଓ କବୀର ଖାନ୍‌ଙ୍କ ଭିତରେ ବିବାଦ ଦେଖାଦେଇଛି। ବିବାଦ ପୁଣି ସୁଟିଂ ସେଟ୍‌ରେ କାମକୁ ନେଇ। ଉଭୟ ‘ବଜରଙ୍ଗୀ ଭାଇଜାନ’ ଓ ‘ଏକଥା ଟାଇଗର’ ପରି ସୁପରହିଟ୍ ଫିଲ୍ମରେ ସାଙ୍ଗ ହୋଇ କାମ କରିଥିବା ବେଳେ ଆଗକୁ ଆସିବାକୁ ଥିବା ‘ଟ୍ୟୁବ୍‌ଲାଇଟ୍’ରେ ଦୁହେଁ ସାଥୀ […]

author-image
Rakesh Mallick
ଅଦ୍ୟତନ ହୋଇଛି
କବୀରଙ୍କ ସହ କାମ କରିବେନି ସଲମାନ

salman-khan

ମୁମ୍ବାଇ: ଦବଙ୍ଗ ଖାନ୍ ସଲମାନ କେତେବେଳେ କାହା ସହ ଝଗଡ଼ା କରନ୍ତି, କାହାକୁ ଦୋସ୍ତିର ହାତ ବଢ଼ାନ୍ତି ଏକଥା ସେ ନିଜେ ବି ଜାଣନ୍ତି ନାହିଁ। ଏକ ଖବର ମୁତାବକ ସଲମାନ ଓ କବୀର ଖାନ୍‌ଙ୍କ ଭିତରେ ବିବାଦ ଦେଖାଦେଇଛି। ବିବାଦ ପୁଣି ସୁଟିଂ ସେଟ୍‌ରେ କାମକୁ ନେଇ।

Advertisment

ଉଭୟ ‘ବଜରଙ୍ଗୀ ଭାଇଜାନ’ ଓ ‘ଏକଥା ଟାଇଗର’ ପରି ସୁପରହିଟ୍ ଫିଲ୍ମରେ ସାଙ୍ଗ ହୋଇ କାମ କରିଥିବା ବେଳେ ଆଗକୁ ଆସିବାକୁ ଥିବା ‘ଟ୍ୟୁବ୍‌ଲାଇଟ୍’ରେ ଦୁହେଁ ସାଥୀ ହୋଇ କାମ କରିଛନ୍ତି। ସୂଚନା ମୁତାବକ ‘ବଜରଙ୍ଗୀ ଭାଇଜାନ’ ସୁଟିଂ ସମୟରୁ ହିଁ ଦୁହିଁଙ୍କ ମଧ୍ୟରେ ଖିଟ୍‌ବିଟ୍ ଆରମ୍ଭ ହୋଇଯାଇଥିଲା। ‘ଟ୍ୟୁବ୍‌ଲାଇଟ୍ ’ ସେଟ୍‌ରେ ଉଭୟଙ୍କ ମଧ୍ୟରେ  ମତାନ୍ତର ଏତେ ଭୟଙ୍କର ହୋଇପଡ଼ିଛି ଯେ ସଲମାନ ଭବିଷ୍ୟତରେ କବୀରଙ୍କ ସହ କାମ ନ କରିବାର ନିଷ୍ପତ୍ତି ନେଇଛନ୍ତି।