ବିଚ୍ ରାସ୍ତାରେ ପରସ୍ପରକୁ ହାତ ଉଠାଇଲେ ସଲମାନ ଓ ତାଙ୍କ ଭିଣୋଇ!

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ ଓ ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ମଧ୍ୟରେ ଜୋରଦାର ଲେଢ଼ଇ । ରାସ୍ତା ମଛିରେ ଲାଗିଲେ ଝଗଡା । ସମସ୍ତ ଆଗରେ ଦୁହେଁ ପରସ୍ପର ଉପରକୁ ହାତ ଉଠାଇଛନ୍ତି । ଏହି ପୁରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି । ସଲମାନ ଏବଂ ଆୟୁଷଙ୍କ ମଧ୍ୟରେ ଝଗଡା ହେବାର ଦୃଶ୍ୟ ଦେଖିବାକୁ ମିଳିଛି ତାଙ୍କ ଅପକମିଂ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ର ରିଲିଜ ହୋଇଥିବା ଟିଜରରେ। ଏଥିରେ […]

salman-and-ayush

salman-and-ayush

Madhupriya Mistry
  • Published: Monday, 21 December 2020
  • Updated: 21 December 2020, 04:05 PM IST

Sports

Latest News

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ ଓ ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ମଧ୍ୟରେ ଜୋରଦାର ଲେଢ଼ଇ । ରାସ୍ତା ମଛିରେ ଲାଗିଲେ ଝଗଡା । ସମସ୍ତ ଆଗରେ ଦୁହେଁ ପରସ୍ପର ଉପରକୁ ହାତ ଉଠାଇଛନ୍ତି । ଏହି ପୁରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ସଲମାନ ଏବଂ ଆୟୁଷଙ୍କ ମଧ୍ୟରେ ଝଗଡା ହେବାର ଦୃଶ୍ୟ ଦେଖିବାକୁ ମିଳିଛି ତାଙ୍କ ଅପକମିଂ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ର ରିଲିଜ ହୋଇଥିବା ଟିଜରରେ। ଏଥିରେ ଆୟୁଷ ଶର୍ମାଙ୍କ ନୂଆ ଲୁକ ଦେଖିବାକୁ ମିଳିଛି । ପୁରା ୬ ପ୍ୟାକ ଆବ୍ସରେ ନଜର ଆସିଛନ୍ତି ଆୟୁଷ । ସେହିପରି ସଲମାନ ମଧ୍ୟ କିଛି କମ ନୁହନ୍ତି । ତାଙ୍କର ମଧ୍ୟ ପୁରା ଦମଦାର ଲୁକ ରହିଛି ।

ଏହି ଟିଜରରେ ହାଟ ମଝିରେ ଦୁହେଁ ପରସ୍ପର ସହ ଲଢ଼େଇ କରୁଛନ୍ତି ।  ଫିଲ୍ମର ଟିଜରଟି ରିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ଦିନ ପୂର୍ବେ ଫିଲ୍ମ ‘ଅନ୍ତିମ’ର ଶୁଟିଂ ଆରମ୍ଭ ହୋଇଥିବା ବେଳେ ଏବେ ଏହାର ଟିଜର ରିଲିଜ ହେବା ଖବର ସମସ୍ତଙ୍କୁ ଚକିତ କରିଦେଇଛି ।

ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ ରୋଲରେ ସଲମାନ ଖାନ ଅଛନ୍ତି । ଏଥିରେ ତାଙ୍କୁ ଜଣେ ଶିଖ ପୁଲିସ ଭୂମିକାରେ ଦେଖିବାକୁ ମିଳିବ । ସେହିପରି ଆୟୁଷ ଶର୍ମା ଏଥିରେ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବେ । ଆସନ୍ତା ବର୍ଷ ଇଦ ଅବସରରେ ଫିଲ୍ମଟି ପରଦାକୁ ଆସିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story